ବିଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

Ordigital Desk
  • Published: Tuesday, 21 August 2018
  • , Updated: 21 August 2018, 06:23 AM IST
<p>ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍&zwnj; କେବିରିଶର ନୂଆପଲ୍ଲୀର ରାସ୍ତାକଡ଼ ବିଲରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।<br /> ସ୍ଥାନୀୟ ଲୋକେ ଶିଶୁପୁତ୍ରଟିକୁ ଦେଖି ଉଦ୍ଧାର କରିଥିଲେ।<br /> ଏହାପରେ ଆଶା ଦିଦିଙ୍କ ସହାୟତାରେ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।<br /> କିଏ ଓ କାହିଁକି ଶିଶୁପୁତ୍ରକୁ ଛାଡ଼ିଯାଇଛି ତାହା ଜଣାପଡ଼ିନାହିଁ ।</p>

Related story