ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୦ ଜିଲ୍ଲାରୁ ୧୮୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୬୯୪ଟି ହେଉଛି ଲୋକାଲ୍ କେସ୍। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଯାଇଛି।
ରାଜ୍ୟରେ ଦିନକରେ ୧୮୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଏକ ରେକର୍ଡ ସୃଷ୍ଟି କରିଛି। ଗଞ୍ଜାମକୁ ପଛରେ ପକାଇ ଆଜି ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୬୦। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୯, ନୟାଗଡ଼ରୁ ୧୦୫, ରାୟଗଡ଼ାରୁ ୯୮, ବାଲେଶ୍ୱରରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 11th August
New Positives Cases 1876
In quarantine: 1182
Local contacts: 694(Details of local contacts will be shared by concerned District Administration)
District Wise Cases
1. Angul: 15
2. Balasore: 81
3. Bargarh: 15
4. Bhadrak: 50
5. Balangir: 31— I & PR Department, Odisha (@IPR_Odisha) August 12, 2020
6. Boudh: 10
7. Cuttack: 109
8. Deogarh: 2
9. Dhenkanal: 36
10. Gajapati: 71
11. Ganjam: 260
12. Jagatsinghpur: 26
13. Jajpur: 53
14. Jharsuguda: 6
15. Kalahandi: 41
16. Kandhamal: 30
17. Kendrapada: 58
18. Keonjhar: 21
19. Khurda: 297
20. Koraput: 77
21. Malkangiri: 24— I & PR Department, Odisha (@IPR_Odisha) August 12, 2020
22. Mayurbhanj: 70
23. Nawarangpur: 30
24. Nayagarh: 105
25. Nuapada: 3
26. Puri: 80
27. Rayagada: 98
28. Sambalpur: 36
29. Sonepur: 22
30. Sundargarh: 119New Recoveries: 1785
Cumulative Tested: 724354
Positive: 50672
Recovered: 34805
Active Cases: 15509— I & PR Department, Odisha (@IPR_Odisha) August 12, 2020
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨ରେ ପହଞ୍ଚିଥିବା ବେଳେ ୩୪,୮୦୫ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୧୫,୫୦୯ ଆକ୍ଟିଭ କେସ୍ ରହିଛି।