ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୩୦ଟି ଜିଲ୍ଲାରୁ ଆଉ ୧୯୭୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୭୩୬ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା’ ପଛକୁ ରହିଛି ଗଞ୍ଜାମ ଜିଲ୍ଲା। ଏହି ଜିଲ୍ଲାରୁ ୨୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମୟୂରଭଞ୍ଜ ଜିଲ୍ଲାରୁ ୧୨୦, ଭଦ୍ରକ ଜିଲ୍ଲାରୁ ୧୧୮, କଟକରୁ ୧୦୧, ଗଜପତିରୁ ୯୩, କୋରାପୁଟ ଜିଲ୍ଲାରୁ ୯୦, ସୁଦରଗଡ଼ରୁ ୮୮, ନୟାଗଡ଼ରୁ ୭୫ ଓ ରାୟଗଡ଼ାରୁ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 13th August
New Positives Cases 1977
In quarantine: 1241
Local contacts: 736(Details of local contacts will be shared by concerned District Administration)
District Wise Cases
1. Angul: 2
2. Balasore: 56
3. Bargarh: 22
4. Bhadrak: 118
5. Balangir: 7— I & PR Department, Odisha (@IPR_Odisha) August 14, 2020
ସେହିପରି କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚି ଯାଇଛି। ସେହିପରି ଅନ୍ୟାନ୍ୟ କାରଣରୁ ଆଉ ୫୩ ଜଣ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି।
6. Boudh: 5
7. Cuttack: 101
8. Deogarh: 2
9. Dhenkanal: 40
10. Gajapati: 93
11. Ganjam: 280
12. Jagatsinghpur: 34
13. Jajpur: 69
14. Jharsuguda: 11
15. Kalahandi: 48
16. Kandhamal: 60
17. Kendrapada: 6
18. Keonjhar: 10
19. Khurda: 332
20. Koraput: 90
21. Malkangiri: 52— I & PR Department, Odisha (@IPR_Odisha) August 14, 2020
22. Mayurbhanj: 120
23. Nawarangpur: 17
24. Nayagarh: 75
25. Nuapada: 20
26. Puri: 83
27. Rayagada: 70
28. Sambalpur: 59
29. Sonepur: 7
30. Sundargarh: 88New Recoveries: 1422
Cumulative Tested: 807826
Positive: 54630
Recovered: 37900
Active Cases: 16353— I & PR Department, Odisha (@IPR_Odisha) August 14, 2020
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ବେଳେ ୩୭,୯୦୦ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ୧୬, ୩୫୩ ଆକ୍ଟିଭ କେସ୍ ରହିଛି।