ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୧୩ କରୋନା ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୯ରେ ପହଞ୍ଚି ଯାଇଛି।
Regret to inform of the demise of thirteen Covid positive patients while under treatment in hospitals.
1.A 58 year old male of Bhubaneswar who was also suffering from Hypertension & Hypothyroidism.
— H & FW Dept Odisha (@HFWOdisha) September 8, 2020
୧୩ ମୃତକଙ୍କ ମଧ୍ୟରେ ପୁରୀରୁ ୩ ଜଣ ଚିହ୍ନଟ ହୋଇଥିବା ଗଞ୍ଜାମ, ମୟୂରଭଞ୍ଜ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ କଟକ, କନ୍ଧମାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଅଛନ୍ତି।
5.A 66 year old male of Kandhamal district who was also suffering from Diabetes, hypertension & Chronic kidney Disease (Stage-V).
6.A 24 year old male of Mayurbhanj district who was also suffering from Lamellar Ichthyosis , psoriasis with methotrexate toxicity.
— H & FW Dept Odisha (@HFWOdisha) September 8, 2020
ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧,୩୧,୩୮୨ରେ ପହଞ୍ଚିଥିବା ବେଳେ ୯୯,୩୯୮ ସୁସ୍ଥ ହୋଇସାରିଛନ୍ତି। ୩୧,୩୬୨ ଜଣ ଚିକିତ୍ସାଧୀନ ଅଛନ୍ତି।
11.A 48 year old male of Rayagada district who was also suffering from Diabetes & Hypertension.
12.A 72 year old male of Rayagada district who was also suffering from Diabetes & Hypertension & Chronic Kidney Disease.
13. A 60 year old male of Sonepur district.
— H & FW Dept Odisha (@HFWOdisha) September 8, 2020