ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି।
Regret to inform of the demise of ten Covid positive patients while under treatment in hospitals.
1. A 44 year old male of Cuttack who was also suffering from Hypertension.
2. A 60 year old male of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 14, 2020
୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଥିବା ବେଳେ ପୁରୀରୁ ୩ ଏବଂ କଟକ, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
8. A 50 year old male of Puri district who was also suffering from Diabetes & Hypertension.
9. A 52 year old male of Puri district .
10. A 72 year old male of Puri district who was also suffering from Hypertension.
— H & FW Dept Odisha (@HFWOdisha) August 14, 2020
ଏହା ସହିତ ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ କଟକରେ ୧୪, ପୁରୀରେ ୮, ସୁନ୍ଦରଗଡ଼ରେ ୨୧ ଓ ସମ୍ବଲପୁରରେ ୩ରେ ପହଞ୍ଚିଛି ଏହି ସଂଖ୍ୟା।