ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩୬,୪୭୮ ସୁସ୍ଥ ହୋଇସାରିଥିବା ବେଳେ ୧୫,୮୦୮ ଚିକିତ୍ସାଧୀନ ଅଛନ୍ତି। ସେହିପରି ୩୧୪ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୫୩ କରୋନା ଆକ୍ରାନ୍ତଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟିଥିବା ସରକାର କହିଛନ୍ତି।
6. Boudh: 22
7. Cuttack: 1318. Deogarh: 16
9. Dhenkanal: 39
10. Gajapati: 8
11. Ganjam: 267
12. Jagatsinghpur: 42
13. Jajpur: 60
14. Jharsuguda: 8
15. Kalahandi: 39
16. Kandhamal: 179
17. Kendrapada: 29
18. Keonjhar: 23
19. Khurda: 274
20. Koraput: 97
21. Malkangiri: 64— I & PR Department, Odisha (@IPR_Odisha) August 13, 2020
ଏହି ୧୯୮୧ ଜଣଙ୍କ ମଧ୍ୟରୁ ୧୨୨୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୭୫୬ଟି ଲୋକାଲ୍ କେସ୍ ।
22. Mayurbhanj: 37
23. Nawarangpur: 18
24. Nayagarh: 56
25. Nuapada: 16
26. Puri: 77
27. Rayagada: 55
28. Sambalpur: 38
29. Sonepur: 57
30. Sundargarh: 145New Recoveries: 1673
Cumulative Tested: 765065
Positive: 52653
Recovered: 36478
Active Cases: 15808— I & PR Department, Odisha (@IPR_Odisha) August 13, 2020
୩୦ଟି ଜିଲ୍ଲାରୁ ଏହି ୧୯୮୧ ଜଣ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏଠାରେ ୨୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୨୬୭, କନ୍ଧମାଳରେ ୧୭୯, ସୁନ୍ଦରଗଡ଼ରେ ୧୪୫ ଓ କଟକରେ ୧୩୧ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି କୋରାପୁଟରୁ ୯୭ ଜଣ, ପୁରୀରୁ ୭୭, ଭଦ୍ରକରୁ ୬୫, ମାଲକାନଗିରିରୁ ୬୪, ଯାଜପୁରରୁ ୬୦, ବାଲେଶ୍ୱର ୫୯, ସୋନପୁରରୁ ୫୭, ନୟାଗଡ଼ରୁ ୫୬, ରାୟଗଡ଼ା ୫୫ ସୋନପୁରରୁ ୫୭, ରାୟଗଡ଼ା ୫୫, ଜଗତସିଂହପୁର ୪୨, ଢେଙ୍କାନାଳ ଓ କଳାହାଣ୍ଡି ୩୯ ଲେଖାଏଁ, ସମ୍ବଲପୁରରୁ ୩୮, ମୟୂରଭଞ୍ଜ ୩୭, ବଲାଙ୍ଗିର ଓ ବରଗଡ଼ରୁ ୨୭ ଲେଖାଏଁ, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୩, ବୌଦ୍ଧ ୨୨, ନୂଆପଡ଼ା ୧୬ ,ଦେବଗଡ଼ ୧୬, ଗଜପତି ଓ ଝାରସୁଗୁଡ଼ାରୁ ୮ ଲେଖାଏଁ ଓ ଅନୁଗୋଳ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।