ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୧୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୬୭୬ ଟି ହେଉଛି ଲୋକାଲ୍ କେସ୍।
Covid-19 Report For 9th September
New Positives Cases: 3991
In quarantine: 2315
Local contacts: 1676(Details of local contacts will be shared by concerned Dist Administration)
District Wise Cases
1. Angul: 114
2. Balasore: 74
3. Bargarh: 169
4. Bhadrak: 82
5. Balangir: 180— I & PR Department, Odisha (@IPR_Odisha) September 10, 2020
୩୯୯୧ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଜଣ ଅଛନ୍ତି। ସେହିପରି କଟକରୁ ୩୯୨ ଜଣ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୩୩୨, ବଲାଙ୍ଗିରରୁ ୧୮୦, ବରଗଡ଼ରୁ ୧୬୯, କେନ୍ଦ୍ରାପଡ଼ାରୁ ୧୪୭ ଓ କୋରାପୁଟରୁ ୧୨୭ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 160
23. Nawarangpur: 125
24. Nayagarh: 48
25. Nuapada: 96
26. Puri: 332
27. Rayagada: 58
28. Sambalpur: 104
29. Sonepur: 74
30. Sundargarh: 98
31. State Pool: 114New Recovery: 3110
Cumulative Tested: 2273597
Positive: 139121
Recovered: 105295
Active Case: 33182— I & PR Department, Odisha (@IPR_Odisha) September 10, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ରେ ପହଞ୍ଚିଥିବା ବେଳେ ୧,୦୫,୨୯୫ ଜଣ ସୁସ୍ଥ ହୋଇସାରିଛନ୍ତି। ୩୩,୧୮୨ ଜଣ ଚିକିତ୍ସାଧୀନ ଅଛନ୍ତି।