ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪,୩୩୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୫୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୭୭୪ଟି ହେଉଛି ଲୋକାଲ୍ କେସ୍।
Covid-19 Report For 19th September
New Positive Cases: 4330
In quarantine: 2556
Local contacts: 1774(Details of local contacts will be shared by concerned Dist Administration)
District Wise Cases
1. Angul: 176
2. Balasore: 121
3. Bargarh: 99
4. Bhadrak: 74
5. Balangir: 79— I & PR Department, Odisha (@IPR_Odisha) September 20, 2020
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୪୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୫୪୯ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 152
23. Nawarangpur: 133
24. Nayagarh: 53
25. Nuapada: 62
26. Puri: 292
27. Rayagada: 85
28. Sambalpur: 107
29. Sonepur: 25
30. Sundargarh: 123
31. State Pool: 225New Recovery: 4090
Cumulative Tested: 2766976
Positive: 179880
Recovered: 141657
Active Case: 37469— I & PR Department, Odisha (@IPR_Odisha) September 20, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ରେ ପହଞ୍ଚିଥିବା ବେଳେ ୧,୪୧,୬୫୭ ସୁସ୍ଥ ହୋଇସାରିଛନ୍ତି। ୩୭,୪୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ତା’ସହିତ ୭୦୧ ଜଣଙ୍କର ମୃତ୍ୟୁ ହୋଇଛି।