ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୬୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୬୭୮ଟି ହେଉଛି ଲୋକାଲ୍ କେସ୍।
Covid-19 Report For 24th October
New Positive Cases: 1633
In quarantine: 955
Local contacts: 678(Details of local contacts will be shared by concerned District Administration)
District Wise Cases:
1. Angul: 100
2. Balasore: 26
3. Bargarh: 53
4. Bhadrak: 21
5. Balangir: 80— I & PR Department, Odisha (@IPR_Odisha) October 25, 2020
ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୧୫୮ ଜଣ ଥିବା ବେଳେ କଟକର ୧୩୨, ଅନୁଗୋଳର ୧୦୦, ସୁନ୍ଦରଗଡ଼ର ୧୦୬ ଓ କେନ୍ଦ୍ରାପଡ଼ାର ୧୦୫ ଜଣ ଅଛନ୍ତି।
22. Mayurbhanj: 42
23. Nawarangpur: 41
24. Nayagarh: 23
25. Nuapada: 89
26. Puri: 58
27. Rayagada: 11
28. Sambalpur: 32
29. Sonepur: 22
30. Sundargarh: 106
31. State Pool: 31New recoveries: 2613
Cumulative Tested: 4318075
Positive: 281215
Recovered: 262031
Active Cases: 17886— I & PR Department, Odisha (@IPR_Odisha) October 25, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୨୧୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୬୨,୦୩୧ ସୁସ୍ଥ ହୋଇସାରିଲେଣି। ୧୭,୮୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ୍ ୧୨୨୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛନ୍ତି।