ପରୀକ୍ଷା ନେଇ ଆସିଲା ନୂଆ ତାରିଖ

କଟକ(ଓଡ଼ିଶା ରିପୋର୍ଟର)ଫୋନି ପାଇଁ କଟକ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ଯେଉଁ ପରୀକ୍ଷା ସବୁ ଘୁଞ୍ଚା ଯାଇଥିଲା ସେଗୁଡ଼ିକର ନୂଆ  ତାରିଖ ନିର୍ଦ୍ଧାରଣ କରାଯାଇଛି। ଏଥିରେ ରହିଛି ବିଏଡ୍  ପରୀକ୍ଷା ଓ ପିଜିର ଗୋଟିଏ ପେପର।  ବିଏଡ୍ ପରୀକ୍ଷା ଗତ ୩ ତାରିଖରୁ ୮ ତାରିଖ ମଧ୍ୟରେ ହେବାର ଥିଲା  ନୂଆ ସୂଚୀ ଅନୁସାରେ ଏହି ପରୀକ୍ଷା ମେ ୨୧ରୁ ୨୫ ତାରିଖ ମଧ୍ୟରେ ହେବ । ସେହିପରି ପିଜି OE-2 ପେପର ମେ’ ୨୫ ତାରିଖରେ […]

456

Tapas Behera
  • Published: Sunday, 12 May 2019
  • , Updated: 12 May 2019, 07:33 PM IST

କଟକ(ଓଡ଼ିଶା ରିପୋର୍ଟର)ଫୋନି ପାଇଁ କଟକ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ଯେଉଁ ପରୀକ୍ଷା ସବୁ ଘୁଞ୍ଚା ଯାଇଥିଲା ସେଗୁଡ଼ିକର ନୂଆ  ତାରିଖ ନିର୍ଦ୍ଧାରଣ କରାଯାଇଛି।

ଏଥିରେ ରହିଛି ବିଏଡ୍  ପରୀକ୍ଷା ଓ ପିଜିର ଗୋଟିଏ ପେପର।  ବିଏଡ୍ ପରୀକ୍ଷା ଗତ ୩ ତାରିଖରୁ ୮ ତାରିଖ ମଧ୍ୟରେ ହେବାର ଥିଲା  ନୂଆ ସୂଚୀ ଅନୁସାରେ ଏହି ପରୀକ୍ଷା ମେ ୨୧ରୁ ୨୫ ତାରିଖ ମଧ୍ୟରେ ହେବ । ସେହିପରି ପିଜି OE-2 ପେପର ମେ’ ୨୫ ତାରିଖରେ ହେବ।

Related story