କାଶ ଶବ୍ଦରୁ ଜଣାପଡ଼ିବ ଆପଣଙ୍କୁ କରୋନା ହୋଇଛିକି ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଶରୁ ଜଣାପଡ଼ିପାରେ କରୋନା  ସାଧାରଣ କାଶ ଓ କୋରନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି । ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି । ଭୁବନେଶ୍ୱର RMRC ର ନିର୍ଦ୍ଦେଶିକା ସଂଘମିତ୍ରା ପତି  ନିପି ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡ଼ିଓ ରେକର୍ଡ କରିବେ।  ଏହାର ପରୀକ୍ଷା କରାଯିବ।  […]

6nm

Tapas Behera
  • Published: Thursday, 23 July 2020
  • , Updated: 23 July 2020, 03:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଶରୁ ଜଣାପଡ଼ିପାରେ କରୋନା  ସାଧାରଣ କାଶ ଓ କୋରନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି । ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି । ଭୁବନେଶ୍ୱର RMRC ର ନିର୍ଦ୍ଦେଶିକା ସଂଘମିତ୍ରା ପତି  ନିପି ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡ଼ିଓ ରେକର୍ଡ କରିବେ।  ଏହାର ପରୀକ୍ଷା କରାଯିବ।  କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ କରୋନା ହୋଇଛି କି ନାହିଁ । ସଂଘମିତ୍ରା ପତି କହିଛନ୍ତି, ରାଜ୍ୟରେ ଏବେ ଟେଷ୍ଟିଂ ଅଧିକ ହେଉଛି, ଟ୍ରେସ୍ କରାଯାଉଛି। ତେଣୁ ପଜିଟିଭ ସଂଖ୍ୟା ଅଧିକ ବଢୁଛି।

Related story