ସୁଜିତ୍ କୁମାର ବୈଦେଶିକ ବ୍ୟାପାର କମିଟିକୁ ମନୋନୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ଏପ୍ରିଲ ମାସରେ ରାଜ୍ୟସଭାକୁ ନିର୍ବାଚିତ ବିଜେଡି ସାଂସଦ ସୁଜିତ୍ କୁମାରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସୁଜିତ୍ କୁମାର ବିଜେଡିରେ ସାମିଲ ହେବା ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ ବିଶ୍ୱବ୍ୟାଙ୍କରେ କାର୍ଯ୍ୟ କରିବା ସହ ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ବାଲେଶ୍ୱର ଶଟଡାଉନ୍‌ ନିଷ୍ପତ୍ତିକୁ ବିରୋଧ; ୨ ସଂଘ ମୁହାଁମୁହିଁ

ନ୍ୟାସନାଲ ବାମ୍ୱୋ ମିଶନରେ ଓଡ଼ିଶାକୁ ୩ ବର୍ଷରେ ମିଳିଛି ୬.୭୭ କୋଟି

ଅନଲକ-୫: ଏଣିକି ସାଧାରଣ ସମାବେଶରେ ୧୦୦ ଲୋକଙ୍କୁ ଅନୁମତି

କୋଭିଡ୍ ହସ୍ପିଟାଲ: କିଏ ସତ- ମୁଖ୍ୟମନ୍ତ୍ରୀ ନା ସ୍ୱାସ୍ଥ୍ୟମନ୍ତ୍ରୀ?

କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ବର୍ଷିଲେ ବିରୋଧୀ

ଅକ୍ଟୋବରରେ ବି ଶନିବାର ବନ୍ଦ ରହିବ ସବୁ ସରକାରୀ ଅଫିସ୍

ଦୁର୍ଗା ମୂର୍ତ୍ତି ଉଚ୍ଚତା କେତେ ହେବ? ଅକ୍ଟୋବର ୯କୁ ଘୁଞ୍ଚିଲା ଶୁଣାଣି

ଉପନିର୍ବାଚନ ପାଇଁ କମିଟି ଗଢ଼ିଲା ବିଜେପି

କଳାହାଣ୍ଡିକୁ କେବେ ମିଳିବ ‘ଇନ୍ଦ୍ରାବତୀ’ର ବିଜୁଳି ?

ହାଲୋ ରାଉରକେଲା…ମୁଁ କରୋନା କହୁଛି…

‘ସରକାର ଯଦି ବିଫଳ, ତା’ହେଲେ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି?’