ପ୍ରେମ ପ୍ରତାରଣା କାହାଣୀର ନୂଆ ଟୁଇଷ୍ଟ: ଯୁବକଙ୍କୁ ଡାକିଲେ ଓଲିଉଡ୍ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ , କହିଲେ...

ଭୁବନେଶ୍ୱର :ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍‌ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି। ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି। ଉଲ୍ଲେଖନୀୟ ଯେ,ପଦ୍ମ ରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ […]

bmm

bmm

Tapas Behera
  • Published: Wednesday, 25 December 2019
  • Updated: 25 December 2019, 07:48 PM IST

Sports

Latest News

ଭୁବନେଶ୍ୱର :ଅଭିନେତ୍ରୀଙ୍କ ପ୍ରେମ, ପ୍ରତାରଣା ଘଟଣାର ନୂଆ ମୋଡ଼ । ଶେଷରେ ଲାପଟପ୍‌ ଫେରାଇବା ପାଇଁ ଓଲିଉଡ ଅଭିନେତ୍ରୀ ଯୁବକଙ୍କୁ ଭୁବନେଶ୍ୱର ଡାକିଛନ୍ତି।

ଏହି ଘଟଣାର କମ୍ପ୍ରମାଇଜ କରିବାକୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଫୋନ କରି ଯୁବକଙ୍କୁ ଡାକିଛନ୍ତି। ଆଉ ଦେଇଥିବା ଜିନିଷ ନେଇଯିବାକୁ ମଧ୍ୟ କହିଛନ୍ତି । ଗତକାଲି କିଛି ନେଇନଥିଲେ ବୋଲି କହୁଥିବା ଅଭିନେତ୍ରୀ ଆଜି ଯୁବକଙ୍କୁ ଡାକିବା ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଲେଖନୀୟ ଯେ,ପଦ୍ମ ରାଜୁ ରବିକୁମାର ନାମକ ଯୁବକ ଓଲିଉଡ ଅଭିନେତ୍ରୀଙ୍କ ବିରୁଦ୍ଧରେ ପ୍ରେମ, ପ୍ରତାରଣା ଓ ଲୁଟ୍‌ କରିଥିବାର ଅଭିଯୋଗ ଆଣିଥିଲେ।  ପ୍ରେମ  ଓ ବିବାହ ପର୍ଯ୍ୟନ୍ତ କଥା ଯାଇଥିବା ରବି କୁମାର ଅଭିଯୋଗ କରିଥିଲେ । ଓଲିଉଡ ଅଭିନେତ୍ରୀ ଜଣଙ୍କ ପ୍ରତାରଣା ଦେବାପରେ  ଯୁବକ ଜଣଙ୍କ ଏନେଇ ଡିଜିପି ଏବଂ ଡିସିପିଙ୍କୁ  ମେଲ ଯୋଗେ ଜଣାଇଥିଲେ। ଗତକାଲି ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଆଲୋଚନା ଜୋର ଧରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story