ଚିଟ୍‌ଫଣ୍ଡ ଠକେଇର ନୂଆ ତରିକା: ଗ୍ରୁପ୍‌ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ନୀଳଗିରି ( ବିଶ୍ୱମ୍ବର ଦାସ) :ଚିଟ୍‌ଫଣ୍ଡ ଠକେଇର ନୂଆ ତରିକା। ଗ୍ରୁପ୍‌ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ଅଂଚଳରେ ଏହି ଠକେଇ ହୋଇଛି। ଋଣ କରାଇ ଦେବାକୁ କହି କିଛି ବ୍ୟକ୍ତି ଜଣକ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ। ଋଣ ପ୍ରଦାନର ପ୍ରତିଶ୍ରୁତି ଦେଇ କାର୍ଯ୍ୟାଳୟ ଖୋଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଋଣ ଟଙ୍କା ନମିଳିବାରୁ ଲୋକମାନେ […]

tyoo

Jyoshna Pradhan
  • Published: Sunday, 02 June 2019
  • , Updated: 02 June 2019, 05:40 PM IST

ନୀଳଗିରି ( ବିଶ୍ୱମ୍ବର ଦାସ) :ଚିଟ୍‌ଫଣ୍ଡ ଠକେଇର ନୂଆ ତରିକା। ଗ୍ରୁପ୍‌ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ଅଂଚଳରେ ଏହି ଠକେଇ ହୋଇଛି। ଋଣ କରାଇ ଦେବାକୁ କହି କିଛି ବ୍ୟକ୍ତି ଜଣକ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ।

ଋଣ ପ୍ରଦାନର ପ୍ରତିଶ୍ରୁତି ଦେଇ କାର୍ଯ୍ୟାଳୟ ଖୋଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଋଣ ଟଙ୍କା ନମିଳିବାରୁ ଲୋକମାନେ କାର୍ଯ୍ୟାଳୟକୁ ଆସି ଦେଖିବା ବେଳକୁ ସମସ୍ତେ ପୂର୍ବରୁ ଫେରାର ହୋଇଯାଇଥିଲେ।

Related story