ମେଡିକାଲ୍‌ରୁ ଚୋରି ହୋଇଥିବା ଶିଶୁ ଉଦ୍ଧାର, ଦୁଇ ଗିରଫ

ପାଟଣାଗଡ଼ (ବଂଶୀଧର ସେଠ୍‌): ପାଟଣାଗଡ଼ ମେଡିକାଲରୁ ଚୋରି ହୋଇଥିବା ଶିଶୁପୁତ୍ରର ପତ୍ତା ମିଳିଲା। ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଚୋରିରେ ସଂପୃକ୍ତ ଥିବା ମହିଳାଙ୍କ ସମେତ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଛି। ଗତ ୬ ତାରିଖରେ ପାଟଣାଗଡ଼ ମେଡିକାଲରୁ ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡିଙ୍କ ନବଜାତ ଶିଶୁପୁତ୍ର ଚୋରି ହୋଇଥିଲା। ଜଣେ ଅଚିହ୍ନା ମହିଳା ମେଡିକାଲକୁ ଆସି ଜୟନ୍ତୀଙ୍କୁ ସଂପର୍କୀୟ ବୋଲି ପରିଚୟ ଦେଇଥିଲେ। ପରେ ଧରିବା ବାହାନାରେ […]

child-resque

Manoranjan Sial
  • Published: Saturday, 09 March 2019
  • , Updated: 09 March 2019, 07:10 PM IST

ପାଟଣାଗଡ଼ (ବଂଶୀଧର ସେଠ୍‌): ପାଟଣାଗଡ଼ ମେଡିକାଲରୁ ଚୋରି ହୋଇଥିବା ଶିଶୁପୁତ୍ରର ପତ୍ତା ମିଳିଲା। ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଚୋରିରେ ସଂପୃକ୍ତ ଥିବା ମହିଳାଙ୍କ ସମେତ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଛି।

ଗତ ୬ ତାରିଖରେ ପାଟଣାଗଡ଼ ମେଡିକାଲରୁ ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡିଙ୍କ ନବଜାତ ଶିଶୁପୁତ୍ର ଚୋରି ହୋଇଥିଲା। ଜଣେ ଅଚିହ୍ନା ମହିଳା ମେଡିକାଲକୁ ଆସି ଜୟନ୍ତୀଙ୍କୁ ସଂପର୍କୀୟ ବୋଲି ପରିଚୟ ଦେଇଥିଲେ। ପରେ ଧରିବା ବାହାନାରେ ନବଜାତ ପୁତ୍ରକୁ ଧରି ଚମ୍ପଟ ମାରିଥିଲେ। ପୁଲିସ  ଘଟଣାର ସିସିଟିଭି ଫୁଟେଜ୍, ବାଇକ୍ ନମ୍ବରକୁ ଆଧାର କରି ଖୋଲତାଡ଼ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା।

Related story