ଦିନକ ପରେ ରାଜଧାନୀରେ ପୁଣି ହଜାରେ ଅତିକ୍ରମ କଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୪୪ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୮୫୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା କରୋନାରେ ଆକ୍ରାନ୍ତ ଭିତରୁ ଭୋଇ ନଗର, କପିଳପ୍ରସାଦ, କୋଳଥିଆ, ଖଣ୍ଡଗିରି ବାରୀ, କସ୍‌ମୋପୋଲ୍‌, ଜଟଣୀ, ଆଇଆର୍‌ସି ଭିଲେଜ, କଳାରାହାଙ୍ଗ, ଲିଙ୍ଗରାଜ ବିହାର, ମାଷ୍ଟର କ୍ୟାଣ୍ଟିନ୍‌ […]

BMC

Manoranjan Sial
  • Published: Saturday, 15 May 2021
  • , Updated: 15 May 2021, 07:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୪୪ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୮୫୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

ଆଜି ଚିହ୍ନଟ ହୋଇଥିବା କରୋନାରେ ଆକ୍ରାନ୍ତ ଭିତରୁ ଭୋଇ ନଗର, କପିଳପ୍ରସାଦ, କୋଳଥିଆ, ଖଣ୍ଡଗିରି ବାରୀ, କସ୍‌ମୋପୋଲ୍‌, ଜଟଣୀ, ଆଇଆର୍‌ସି ଭିଲେଜ, କଳାରାହାଙ୍ଗ, ଲିଙ୍ଗରାଜ ବିହାର, ମାଷ୍ଟର କ୍ୟାଣ୍ଟିନ୍‌ ସ୍କ୍ୱୋୟାର, ନହରକଣ୍ଟା, ନୂଆଗାଁ, ନନ୍ଦନ ବିହାର, ଅନ୍ୟ ଜିଲ୍ଲା, ପାହାଳ, ପାଇକ ନଗର ଓ ଶ୍ୟାମପୁରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1393549946771546115?s=20

ସେହିପରି ସୌଭାଗ୍ୟ ନଗରରୁ ୫, ପଳାଶୁଣୀରୁ ୫, ସୂର୍ଯ୍ୟ ନଗରରୁ ୫, ବାଣୀବିହାରରୁ ୬, ଭିଏସ୍‌ଏସ୍‌ ନଗରରୁ ୧୪, ଶିରିପୁରରୁ ୪, ଖଣ୍ଡଗିରିରୁ ୪୮, ଶିଶୁପାଳଗଡ଼ରୁ ୩, ଶତାବ୍ଦୀ ନଗରରୁ ୪, ଶ୍ରୀ ବସ୍ତିରୁ ୩, ଶିଖରଚଣ୍ଡୀ ନଗରରୁ ୨, ସତ୍ୟ ବିହାରରୁ ୨, ଶାସ୍ତ୍ରୀ ନଗରରୁ ୮, ୟୁନିଟ୍‌-୬ରୁ ୧୬, ୟୁନିଟ୍‌-୮ରୁ ୧୩, ୟୁନିଟ୍‌-୯ରୁ ୨୩, ସାମନ୍ତରାପୁରରୁ ୪୯, ସତ୍ୟ ନଗରରୁ ୬, ରସୁଲଗଡ଼ରୁ ୧୮, ରବି ଟକିଜ ସ୍କ୍ୱୋୟାରରୁ ୪, ରାଣ୍ଟାଲ୍‌ କଲୋନୀରୁ ୫, ସହିଦ ନଗରରୁ ୧୫, ଶୈଳଶ୍ରୀ ବିହାରରୁ ୨୪,  ପ୍ରଶାନ୍ତି ବିହାରରୁ ୪, ରଘୁନାଥପୁରରୁ ୩, ୟୁନିଟ୍‌-୩ରୁ ୯, ୟୁନିଟ୍‌-୪ରୁ ୯ ଓ ୟୁନିଟ୍‌-୫ରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ପଟିଆରୁ ୫୮, ପାତ୍ରପଡ଼ାରୁ ୧୪, ପୋଖରୀପୁଟରୁ ୧୬, ପଳାଶପଲ୍ଲୀରୁ ୭, ସୁଦ୍ଧପଡ଼ାରୁ ୧୯,  ଓଲଡ୍‌ ଏଜି କଲୋନୀରୁ ୨, ସାଲିଆ ସାହିରୁ ୪, ଟଙ୍କପାଣି ରୋଡରୁ ୧୦, ୟୁନିଟ୍‌-୧ରୁ ୫, ୟୁନିଟ୍‌-୨ରୁ ୮, ନିକୋ ପାର୍କ ସ୍କ୍ୱୋୟାରରୁ ୫, ନୟାପଲ୍ଲୀରୁ ୫୨, ନୀଳାଦ୍ରି ବିହାରରୁ ୧୭, ମୈତ୍ରି ବିହାରରୁ ୭, ମଞ୍ଚେଶ୍ୱରରୁ ୧୧, ଘାଟିକିଆରୁ ୩, ନାଗେଶ୍ୱର ଟାଙ୍ଗୀରୁ ୭, ଲୋଇସ ରୋଡ୍‌ରୁ ୨, ଖାରବେଳ ନଗରରୁ ୧୦, କାର୍ଗିଲ ବସ୍ତିରୁ ୬, ଝାରପଡ଼ାରୁ ୨୦, କଳକ ବିହାରରୁ ୩ ଓ କଳିଙ୍ଗ ନଗରରୁ ୯ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା କଳିଙ୍ଗ ବିହାରରୁ ୫, କଳ୍ପନାରୁ ୧୪, ଜୟଦେବ ବିହାରରୁ ୧୦, ହଂସପାଳରୁ ୫, ଶିଶୁ ଭବନ ସ୍କ୍ୱୋୟାରରୁ ୨, ଜାଗମରାରୁ ୫,  ଗଙ୍ଗ ନଗରରୁ ୬, ଗୌତମ ନଗରରୁ ୩, ଜିଜିପି କଲୋନୀରୁ ୨, ଲକ୍ଷ୍ମୀସାଗରରୁ ୩୫,  ସିଆର୍‌ପିଏଫ୍‌ କ୍ୟାମ୍ପରୁ ୨, ଗଣ୍ଡମୁଣ୍ଡାରୁ ୭, ଭରତପୁରରୁ ୧୩, ଡେଲ୍‌ଟା ସ୍କ୍ୱୋୟାରରୁ ୪, ବୁଦ୍ଧେଶ୍ୱର କଲୋନୀରୁ ୨, ଗଜପତି ନଗରରୁ ୯, ଗାଡ଼କଣରୁ ୯,  ଚକେଇଶିଆଣୀରୁ ୫, ଏୟାପୋର୍ଟ କଲୋନୀରୁ ୪, ଚିନ୍ତାମଣୀଶ୍ୱେରୀରୁ ୮, ବିଜେବି ନଗରରୁ ୧୧, ବମିଖାଲରୁ ୫, ବୌଦ୍ଧ ନଗରରୁ ୩, ଡୁମ୍‌ଡୁମାରୁ ୩୩, ସପ୍ତମ ବାଟାଲିଅନ୍‌ରୁ ୩, ଆଚାର୍ଯ୍ୟ ବିହାରରୁ ୭, ଆଇଗିଣିଆରୁ ୬, ଚନ୍ଦ୍ରଶେଖରପୁରରୁ ୩୦,  ଅଶୋକ ନଗରରୁ ୬, ବଡ଼ଗଡ଼ରୁ ୨୦, ବାଙ୍କୁଲାରୁ ୨, ବାପୁଜୀ ନଗରରୁ ୩, ବରମୁଣ୍ଡାରୁ ୧୦, ବିଡିଏ କଲୋନୀରୁ ୫, ଡମଣାରୁ ୨,  ଭିମଟାଙ୍ଗୀରୁ ୬, ଭିମପୁରରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Related story