ଭୁବନେଶ୍ୱରରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ନୟାପଲ୍ଲୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି) ଅଞ୍ଚଳରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରେ ୮୨ ଜଣ ଥିବା ବେଳେ ୩୮୬ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ନୟାପଲ୍ଲୀରୁ ସର୍ବାଧିକ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୩୮୬ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ଗଙ୍ଗାନଗର, ଜଗନ୍ନାଥ ନଗର, କପିଳପ୍ରସାଦ, କଳିଙ୍ଗନଗର, ପଳାସୁଣି, ଲୋଇସ୍‌ ରୋଡ୍‌, ଗୌତମ ନଗର, ଚିନ୍ତାମଣିଶ୍ୱର, କଟକ ରୋଡ୍‌, […]

mask

Manoranjan Sial
  • Published: Monday, 19 April 2021
  • , Updated: 19 April 2021, 06:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି) ଅଞ୍ଚଳରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରେ ୮୨ ଜଣ ଥିବା ବେଳେ ୩୮୬ ଲୋକାଲ୍‌ କେସ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ନୟାପଲ୍ଲୀରୁ ସର୍ବାଧିକ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୩୮୬ ଲୋକାଲ୍‌ କେସ ଭିତରୁ ଆଇଗିଣିଆ, ଗଙ୍ଗାନଗର, ଜଗନ୍ନାଥ ନଗର, କପିଳପ୍ରସାଦ, କଳିଙ୍ଗନଗର, ପଳାସୁଣି, ଲୋଇସ୍‌ ରୋଡ୍‌, ଗୌତମ ନଗର, ଚିନ୍ତାମଣିଶ୍ୱର, କଟକ ରୋଡ୍‌, ଫରେଷ୍ଟ ପାର୍କ, ମଦନପୁର, ନ୍ୟୁ ଏଜି କଲୋନୀ, ଫାୟାର୍‌ ଷ୍ଟେସନ୍‌, ନୀଳକଣ୍ଠ ନଗର, ୟୁନିଟ୍‌-୨, ପ୍ରଶାନ୍ତି ବିହାର, ପଞ୍ଜାବି କଲୋନୀ ଓ ସମେଇଗାଡ଼ିଆରୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/bmcbbsr/status/1384116014791598085?s=20

ସେହିପରି ଆଚାର୍ଯ୍ୟ ବିହାରରୁ ୫, ଘାଟିକିଆରୁ ୨, ୟୁନିଟ୍‌-୯ରୁ ୮, ଭିଏସ୍‌ଏସ୍‌ ନଗରରୁ ୨, ପାହାଳରୁ ୨, ପଳାଶପଲ୍ଲୀରୁ ୨, ୟୁନିଟ୍‌-୩ରୁ ୧୦, ୟୁନିଟ୍‌-୪ରୁ ୫, ୟୁନିଟ୍‌-୬ରୁ ୫, ୟୁନିଟ୍‌-୮ରୁ ୩, ସୌଭାଗ୍ୟ ନଗରରୁ ୨, ଟଙ୍କପାଣି ରୋଡ୍‌ରୁ ୬, ପୋଖରୀପୁଟରୁ ୧୪,  ରବି ଟକିଜ ଅଞ୍ଚଳରୁ ୪, ସାମନ୍ତରାପୁରରୁ ୪, ସୁନ୍ଦରପଦାରୁ ୧୭, ସତ୍ୟନଗରରୁ ୩, ଶାସ୍ତ୍ରୀ ନଗରରୁ ୫,  ରସୁଲଗଡ଼ରୁ ୧୩, ରେଣ୍ଟାଲ୍‌ କଲୋନୀରୁ ୨, ସହିଦ ନଗରରୁ ୫, ଶୈଳଶ୍ରୀ ବିହାରରୁ ୧୩, ଲକ୍ଷ୍ମୀସାଗରରୁ ୧୧, ପାଣ୍ଡରାରୁ ୨, ବରମୁଣ୍ଡାରୁ ୭, ପାତ୍ରପଡ଼ାରୁ ୫, ଅଶୋକ ନଗରରୁ ୨, ନଖରାରୁ ୬, ନୟାପଲ୍ଲୀରୁ ୨୭, ଲିଙ୍ଗରାଜ ନଗରରୁ ୨, ନୀଳଦ୍ରି ବିହାରରୁ ୬, ମଞ୍ଚେଶ୍ୱରରୁ ୪, ନାଗେଶ୍ୱର ଟାଙ୍ଗିରୁ ୩, ନହରକଣ୍ଟାରୁ ୨, ଝାରପଡ଼ାରୁ ୧୦, ଜୟଦେବ ବିହାରରୁ ୬, ଖଣ୍ଡଗିରିରୁ ୧୪, ଖାରବେଳନଗରରୁ ୨,  କଳ୍ପନା ଛକରୁ ୨,  ଗେରାଜ ଛକରୁ ୨, ଓଲ୍‌ଡ ଟାଉନ୍‌ରୁ ୧୮, ହଂସପାଳରୁ ୩, ଆଇଆର୍‌ସି ଭିଲେଜରୁ ୫, ଜାଗମରାରୁ ୭,  ବଡ଼ଗଡ଼ରୁ ୬, ବାପୁଜୀ ନଗରରୁ ୫, ଘାଟିକିଆରୁ ୩, ଗଜପତି ନଗରରୁ ୨, ଡେଲ୍‌ଟା ଛକରୁ ୨, ଡୁମ୍‌ଡୁମାରୁ ୪, ପଟିଆରୁ ୧୯, ଭରତପୁରରୁ ୨, ଭୀମଟାଙ୍ଗିରୁ ୪, ବିଜେବି ନଗରରୁ ୧୦, ବ୍ରହ୍ମେଶ୍ୱରପାଟଣାରୁ ୨, ଚକେଇଶିଆଣୀରୁ ୪, ଚନ୍ଦ୍ରଶେଖରପୁରରୁ ୧୩ ଓ ସିଆର୍‌ପିଏଫ୍ କ୍ୟାମ୍ପରୁ ୨ ଜଣ ଲେଖାଁଏ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Related story