ଭୁବନେଶ୍ୱରରୁ ୭୪୫ କରୋନା ଆକ୍ରାନ୍ତ, ଚିନ୍ତା ବଢ଼ାଇଲା ପଟିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୯୮ ଜଣ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ତେବେ ବିଏମ୍‌ସିକୁ ଚିନ୍ତାରେ ପକାଇଛି ପଟିଆ। ଆଜି ସେଠାରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୫୯୮ ଜଣ ଲୋକାଲ୍‌ କେସ ଭିତରୁ ଆଦିତ୍ୟ ନଗର, ଏମ୍‌ସ ନଗର, ବୁଦ୍ଧେଶ୍ୱର କଲୋନୀ, ଲିଙ୍ଗରାଜ […]

bmc

Manoranjan Sial
  • Published: Saturday, 24 April 2021
  • , Updated: 24 April 2021, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୯୮ ଜଣ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ତେବେ ବିଏମ୍‌ସିକୁ ଚିନ୍ତାରେ ପକାଇଛି ପଟିଆ। ଆଜି ସେଠାରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୫୯୮ ଜଣ ଲୋକାଲ୍‌ କେସ ଭିତରୁ ଆଦିତ୍ୟ ନଗର, ଏମ୍‌ସ ନଗର, ବୁଦ୍ଧେଶ୍ୱର କଲୋନୀ, ଲିଙ୍ଗରାଜ ନଗର, ମଧୁସୂଦନ ନଗର, ଗଙ୍ଗନଗର, ଗୌତମ ନଗର, କପିଳପ୍ରସାଦ, ଫରେଷ୍ଟପାର୍କ, ଜିଜିପି କଲୋନୀ, ନିକୋ ପାର୍କ, ଓଲ୍‌ଡ ଷ୍ଟେସନ୍‌ ଛକ, ନୀଳଗଣ୍ଠ ନଗର, ଓଲ୍‌ଡ ବସ୍ତି ସାହି, ନାଗେଶ୍ୱର ଟାଙ୍ଗୀ, ଓୟୁଏଟି କଲୋନୀ, ପାଇକ ନଗର, ଶକ୍ତି ବିହାର, ସତ୍ୟନଗର, ସତ୍ୟ ବିହାର, ସାମନ୍ତରାପୁର ଭିଲେଜ, ସୌଭାଗ୍ୟ ନଗର, ସୂର୍ଯ୍ୟନଗର, ବାଣୀବିହାର ଓ ରୁପାଲି ଛକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1385950554438848515?s=20

ସେହିପରି ଆଚାର୍ଯ୍ୟ ବିହାରରୁ ୫, ୟୁନିଟ୍‌-୧ରୁ ୪, ଭିଏସ୍‌ଏସ୍‌ ନଗରରୁ ୫, ଶାଲିଆ ସାହିରୁ ୪, ଟଙ୍କପାଣି ରୋଡ୍‌ରୁ ୧୪, ଶାସ୍ତ୍ରୀ ନଗରରୁ ୮, ୟୁନିଟ୍‌-୮ରୁ ୬,  ୟୁନିଟ୍‌-୨ରୁ ୩, ୟୁନିଟ୍‌-୩ରୁ ୭, ୟୁନିଟ୍‌-୬ରୁ ୭, ୟୁନିଟ୍‌-୯ରୁ ୫, ୟୁନିଟ୍‌-୪ରୁ ୪, ସୁନ୍ଦରପଦାରୁ ୧୭, ନ୍ୟୁ ଫରେଷ୍ଟ ପାର୍କରୁ ୨, ସାମନ୍ତରାପୁରରୁ ୪, ଶତାବ୍ଦୀ ନଗରରୁ ୪, ସହିଦ ନଗରରୁ ୧୩, ଶୈଳଶ୍ରୀ ବିହାରରୁ ୧୨, ରସୁଲଗଡ଼ରୁ ୧୨, ରେଣ୍ଟାଲ୍‌ କଲୋନୀରୁ ୨,  ପଳାଶପଲ୍ଲୀରୁ ୩, ପଟିଆରୁ ୪୫, ପାତ୍ରପଡ଼ାରୁ ୧୨, ପୋଖରୀପୁଟ୍‌ରୁ ୧୨, ପ୍ରଶାନ୍ତୀ ବିହାରରୁ ୨,  ନୀଳାଦ୍ରି ବିହାରରୁ ୮, ଗାଡ଼କଣରୁ ୬, ଓଲ୍‌ଡ ଟାଉନ୍‌ରୁ ୩, କଳ୍ପନା ଛକରୁ ୪, ଜାଗମରାରୁ ୧୧, ମହାଦେବ ନଗରରୁ ୪, ନୀଳକଣ୍ଠ ନଗରରୁ ୪, ହଂସପାଳରୁ ୧୦, ନୟାପଲ୍ଲୀରୁ ୩୦,  ମୈତ୍ରି ବିହାରରୁ ୫, ମଞ୍ଚେଶ୍ୱରରୁ ୧୭, ଆଇଗିଣିଆରୁ ୫, ଖାରବେଳନଗରରୁ ୫, କାନନ ବିହାରରୁ ୨,  ଜୟଦେବ ବିହାରରୁ ୭, ଝାରପଡ଼ାରୁ ୧୮, କଳିଙ୍ଗନଗରରୁ ୪, ଭିମଟାଙ୍ଗିରୁ ୧୧, ଓଲ୍‌ଡ ଟାଉନ୍‌ରୁ ୩୩,  କଳ୍ପନା ଛକରୁ ୨,  ଗଣ୍ଡମୁଣ୍ଡାରୁ ୨, ନନ୍ଦନ ବିହାରରୁ ୨, ଘାଟିକିଆରୁ ୩, ଆଇଆର୍‌ସି ଭିଲେଜରୁ ୩,  ଡେଲ୍‌ଟା ଛକରୁ ୩, ଡୁମ୍‌ଡୁମାରୁ ୧୩, ଖଣ୍ଡଗିରିରୁ ୩୧, ଲକ୍ଷ୍ମୀସାଗରରୁ ୧୮, ଚିନ୍ତାମଣିଶ୍ୱରରୁ ୫, ସିଆର୍‌ପି ଛକରୁ ୨, ବରମୁଣ୍ଡାରୁ ୧୬, ଡମଣାରୁ ୨, ଭରତପୁରରୁ ୧୦, କଳିଙ୍ଗ ବିହାରରୁ ୩, ବିଜେବି ନଗରରୁ ୮, ବମିଖାଲରୁ ୫, ଚକେଇସିଆଣୀରୁ ୪, କଟକ ରୋଡ୍‌ରୁ ୨, ଅଶୋକ ନଗରରୁ ୨,  ବରଗଡ଼ରୁ ୧୬ ଓ ଚନ୍ଦ୍ରଶେଖରପୁରରୁ ୨୧ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

Related story