ଭୁବନେଶ୍ୱରରୁ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୭୫ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଆଜି ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୬୮ ଓ ଲୋକାଲ୍‌ କେସ ୧୭୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 16th Oct 2020(till 9am). pic.twitter.com/f02oD7J6fT — BMC (@bmcbbsr) […]

bbsr

bbsr

Manoranjan Sial
  • Published: Friday, 16 October 2020
  • Updated: 16 October 2020, 06:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଆଜି ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୬୮ ଓ ଲୋକାଲ୍‌ କେସ ୧୭୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1317078001666777088?s=20

ବଡ଼ଗଡ଼ରୁ ୪, ବାପୁଜୀ ନଗରରୁ ୩, ଚକେଇଶିଆଣୀରୁ ୪, ପାତ୍ରପଡ଼ାରୁ ୪, ପୋଖରୀପୁଟରୁ ୩, ନୟାପଲ୍ଲୀରୁ ୧୪, ଓଲ୍‌ଡ ଟାଉନ୍‌ରୁ ୬, ଜାଗମରାରୁ ୪, ଆଇଆର୍‌ସି ଭିଲେଜରୁ ୬, ନିଗମ ନଗରରୁ ୪, ଜଗନ୍ନାଥ ନଗରରୁ ୩, ଜୟଦେବ ବିହାରରୁ ୪, ଝରପଡ଼ାରୁ ୪, କଳିଙ୍ଗନଗରରୁ ୪, ରସୁଲଗଡ଼ରୁ ୪, ଭିଭିଏସ୍‌ ନଗରରୁ ୩, ବରମୁଣ୍ଡାରୁ ୮, ସହିଦନଗରରୁ ୧୦, ପଳାସୁଣୀରୁ ୩, ନୀଳାଦ୍ରି ବିହାରରୁ ୫, ମଞ୍ଚେଶ୍ୱରରୁ ୩, ଲକ୍ଷ୍ମୀସାଗରରୁ ୩, ଖଣ୍ଡଗିରିରୁ ୪ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୬୭୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩୫୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୧୦୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story