ଆଜି ରାଜଧାନୀରେ ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ବେଶୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ୧୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୩୦ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। କରୋନାରେ ଆକ୍ରାନ୍ତଙ୍କ ଭିତରୁ ମାଷ୍ଟା କ୍ୟାଣ୍ଟିନ୍‌ ସ୍କ୍ୱୋୟାର, ଲୋଇସ୍‌ ରୋଡ୍‌, ପାଣ୍ଡରା, ୟୁନିଟ୍‌-୧ ଓ ୟୁନିଟ୍‌-୨ ଜଣ ଲୋକାଲ୍‌ କେସ ରହିଛି। ସେହିପରି ଭିଏସ୍‌ଏସ୍‌ […]

BMC

Manoranjan Sial
  • Published: Monday, 17 May 2021
  • , Updated: 17 May 2021, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ୧୩୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୩୦ ଲୋକାଲ୍‌ କେସ୍‌। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି।

କରୋନାରେ ଆକ୍ରାନ୍ତଙ୍କ ଭିତରୁ ମାଷ୍ଟା କ୍ୟାଣ୍ଟିନ୍‌ ସ୍କ୍ୱୋୟାର, ଲୋଇସ୍‌ ରୋଡ୍‌, ପାଣ୍ଡରା, ୟୁନିଟ୍‌-୧ ଓ ୟୁନିଟ୍‌-୨ ଜଣ ଲୋକାଲ୍‌ କେସ ରହିଛି।

ସେହିପରି ଭିଏସ୍‌ଏସ୍‌ ନଗରରୁ ୭, ବିବେକାନ୍ଦ ମାର୍ଗରୁ ୪, ବାଣୀ ବିହାରରୁ ୪, ୟୁନିଟ୍‌-୯ରୁ ୮, ୟୁନିଟ୍‌-୩ରୁ ୧୧, ୟୁନିଟ୍‌-୪ରୁ ୮, ୟୁନିଟ୍‌-୬ରୁ ୧୭, ୟୁନିଟ୍‌-୭ରୁ ୨, ୟୁନିଟ୍‌-୮ରୁ ୬, ସାଲିଆ ସାହିରୁ ୩, ଶୈଳଶ୍ରୀ ବିହାରରୁ ୧୪, ସୁନ୍ଦରପଡ଼ାରୁ ୪, ସୂର୍ଯ୍ୟନଗରରୁ ୨, ଟଙ୍କପାଣି ରୋଡ୍‌ରୁ ୭, ପଟିଆରୁ ୨୩, ପାତ୍ରପଡ଼ାରୁ ୧୧, ପୋଖରୀପୁଟରୁ ୧୦, ପ୍ରଶାନ୍ତୀ ବିହାରରୁ ୭, ରସୁଲଗଡ଼ରୁ ୨୧, ସହିଦ ନଗରରୁ ୧୨, ସୌଭାଗ୍ୟ ନଗରରୁ ୩, ଶିଶୁପାଳଗଡ଼ରୁ ୬, ଶିରିପୁରରୁ ୫, ଶ୍ୟାମପୁରରୁ ୪, ଶାସ୍ତ୍ରୀ ନଗରରୁ ୭ ଓ ସତ୍ୟନଗରରୁ ୬ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ଶତାବ୍ଦୀ ନଗରରୁ ୨, ସାମନ୍ତରାପୁରରୁ ୭, ପାହାଳରୁ ୩, ପଳାଶପଲ୍ଲୀରୁ ୬, ପଳାଶୁଣୀରୁ ୧୨, ମଞ୍ଚେଶ୍ୱରରୁ ୧୪, ମୈତ୍ରି ବିହାରରୁ ୫, ମଧୁସୂଦନ ନଗରରୁ ୭, ସପ୍ତମ ବାଟାଲିଅନ୍‌ରୁ ୮, ଆଚାର୍ଯ୍ୟବିହାରରୁ ୫, ଏରୋଡ୍ରମ ଏରିଆରୁ ୪, ଆଇଗିଣିଆରୁ ୭, ଏମ୍ସ ନଗରରୁ ୪, ଅଶୋକ ନଗରରୁ ୪, ବଡ଼ଗଡ଼ରୁ ୧୨, ବାପୁଜି ନଗରରୁ ୫, ଓଲ୍‌ଡ ଟାଉନ୍‌ରୁ ୩୫, ବିଡିଏ କଲୋନୀରୁ ୬, ବେହେରା ସାହିରୁ ୫, ଭରତପୁରରୁ ୫, ଭିମଟାଙ୍ଗୀରୁ ୧୨, ଭିମପୁରରୁ ୩, ବୁଦ୍ଧ ନଗରରୁ ୪, ନୀଳାଦ୍ରି ବିହାରରୁ ୧୬,  ଗଙ୍ଗ ନଗରରୁ ୨, ଗଣ୍ଡମୁଣ୍ଡାରୁ ୪, ଗଜପତି ନଗରରୁ ୧୧, ଗାଡ଼କଣାରୁ ୭, ଡୁମ୍‌ଡୁମାରୁ ୧୯ ଓ ଖଣ୍ଡଗିରିରୁ ୩୧ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1394281510853771264?s=20

ଏହାଛଡ଼ା ଡମଣାରୁ ୫, ସିଆର୍‌ପିଏଫ୍‌ କ୍ୟାମ୍ପରୁ ୫, ଚିନ୍ତାମାଣିଶ୍ୱେରୀରୁ ୧୩, କଳିଙ୍ଗ ଷ୍ଟାଡିୟମ୍‌ ସ୍କ୍ୱୋୟାରରୁ ୪, ଚକେଇଶିଆଣୀରୁ ୫, ବୁଦ୍ଧ ନଗରରୁ ୪, ବମିଖାଲ୍‌ରୁ ୧୧, ବିଜେବି ନଗରରୁ ୧୦, ଜିଜିପି କଲୋନୀରୁ ୪, ଘାଟିକିଆରୁ ୪, ହଂସପାଳରୁ ୫, ଆଇଆର୍‌ସି ଭିଲେଜରୁ ୫, ଜାଗମରାରୁ ୫, ଜୟଦେବ ବିହାରରୁ ୬, ଝାରପଡ଼ାରୁ ୧୧, କଳିଙ୍ଗ ନଗରରୁ ୬, ଚନ୍ଦ୍ରଶେଖରପୁରରୁ ୨୩, କଳ୍ପନାରୁ ୬, କେଶୋରାରୁ ୩, ଡେଲ୍‌ଟା ସ୍କ୍ୱୋୟାରରୁ ୪, ଖାରବେଳନଗରରୁ ୬, ଲକ୍ଷ୍ମୀସାଗରରୁ ୧୫, ବରମୁଣ୍ଡାରୁ ୧୬, ଓଲ୍‌ଡଟାଉନ୍‌ ଷ୍ଟେସନ୍‌ ବଜାରରୁ ୨, ଓଲ୍‌ଡ ଏଜି କଲୋନୀରୁ ୫, ଗୌତମ ନଗରରୁ ୩, ନ୍ୟୁ ଫରେଷ୍ଟ ପାର୍କରୁ ୫, ନ୍ୟୁ ଏଜି କଲୋନୀରୁ ୩, ନୟାପଲ୍ଲୀରୁ ୨୭, ନନ୍ଦନ ବିହାରରୁ ୬, ନହରକଣ୍ଟାରୁ ୬ ଓ ନାଗେଶ୍ୱର ଟାଙ୍ଗୀରୁ ୪ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Related story