ରାଜଧାନୀରୁ ୧୦୭୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୯୨୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୦୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୪୮ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୨୮ ଲୋକାଲ୍‌ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୯୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗୋପବନ୍ଧୁ ନଗର, ଗୌତମ ନଗର, ଗାଡ଼କଣ, ନନ୍ଦନବିହାର, ଖଣ୍ଡଗିରି ବାରୀ, କାର୍ଗିଲ ବସ୍ତି ଓ ଗୋଠପାଟଣାରୁ ଜଣେ ଲେଖାଏଁ […]

bmc

Manoranjan Sial
  • Published: Saturday, 22 May 2021
  • , Updated: 22 May 2021, 10:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୦୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୪୮ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୨୮ ଲୋକାଲ୍‌ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୯୮୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗୋପବନ୍ଧୁ ନଗର, ଗୌତମ ନଗର, ଗାଡ଼କଣ, ନନ୍ଦନବିହାର, ଖଣ୍ଡଗିରି ବାରୀ, କାର୍ଗିଲ ବସ୍ତି ଓ ଗୋଠପାଟଣାରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଅଛନ୍ତି।

https://twitter.com/bmcbbsr/status/1396081392287580160?s=20

ସେହିପରି ଆଚାର୍ଯ୍ୟ ବିହାରରୁ ୪, ଆଇଗିଣିଆରୁ ୫, ଏମ୍‌ସ ନଗରରୁ ୬, ଏୟାରପୋର୍ଟ କଲୋନୀରୁ ୪, ଅଶୋକ ନଗରରୁ ୨, ବଡ଼ଗଡ଼ରୁ ୩୧, ବାପୁଜି ନଗରରୁ ୭, ବରମୁଣ୍ଡାରୁ ୧୮, ଭରତପୁରରୁ ୫, ଭିମଟାଙ୍ଗିରୁ ୧୬, ଭୋଇ ନଗରରୁ ୪, ବିଜେବି ନଗରରୁ ୮, ବୋମିଖାଲ୍‌ରୁ ୧୩, ବ୍ରହ୍ମେଶ୍ୱରପାଟଣାରୁ ୫, ଘାଟିକିଆରୁ ୩, ଜିଜିପି କଲୋନୀରୁ ୩, ନୀଳାଦ୍ରି ବିହାରରୁ ୨୦, ଗଣ୍ଡମୁଣ୍ଡାରୁ ୨, ଡୁମ୍‌ଡୁମାରୁ ୩୨ ଓ ଡମଣାରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ସିଆରପିଏଫ୍‌ କ୍ୟାମ୍ପରୁ ୩, ଚିନ୍ତାମଣିଶ୍ୱରରୁ ୬, ଚକେଇଶିଆଣିରୁ ୧୬, ହଂସପାଳରୁ ୭, ଆଇଆର୍‌ସି ଭିଲେଜରୁ ୧୦, ଯଦୁପୁରରୁ ୩,  ଜାଗମରାରୁ ୩, ଜଟଣୀରୁ ୩, ଚନ୍ଦ୍ରଶେଖରପୁରରୁ ୩୬, ଝାରପଡ଼ାରୁ ୧୭, ଝାରପଡ଼ା ଜେଲ୍‌ରୁ ୩, କଳିଙ୍ଗ ନଗରରୁ ୫, କଳିଙ୍ଗ ନଗରରୁ ୩, କଳ୍ପନାରୁ ୮, କାନନ ବିହାରରୁ ୭, କପିଳପ୍ରସାଦରୁ ୩, ନ୍ୟୁ ଫରେଷ୍ଟ ପାର୍କରୁ ୪, ଓଲଡ୍‌ ଷ୍ଟେସନ୍‌ ବଜାରରୁ ୨,  ଅନ୍ୟ ଜିଲ୍ଲାରୁ ୨, ନାଗେଶ୍ୱରଟାଙ୍ଗିରୁ ୫, ମଞ୍ଚେଶ୍ୱରରୁ ୧୫ ଓ ମୈତ୍ରୀ ବିହାରରୁ ୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଏହାଛଡ଼ା ଲକ୍ଷ୍ମୀସାଗରରୁ ୩୭, ଲୁଇସ୍‌ ରୋଡ୍‌ରୁ ୨, ମଧୁସୂଦନ ନଗରରୁ ୩, ଖାରବେଳ ନଗରରୁ ୪, ଜୟଦେବ ବିହାରରୁ ୧୬, ବୁଦ୍ଧେଶ୍ୱର କଲୋନୀରୁ ୨, ପାହାଳରୁ ୩, ପଳାଶପଲ୍ଲୀରୁ ୧୩, ପଳାଶୁଣୀରୁ ୧୫, ପାଣ୍ଡରାରୁ ୨, ରସୁଲଗଡ଼ରୁ ୧୮, ୟୁନିଟ୍‌-୩ରୁ ୬, ପୋଖରୀପୁଟରୁ ୧୨, ଓଲ୍‌ଡ ଟାଉନ୍‌ରୁ ୪୧, ନୟାପଲ୍ଲୀରୁ ୫୨, ଶ୍ୟାମପୁରରୁ ୩, ଶାସ୍ତ୍ରୀ ନଗରରୁ ୯, ସତ୍ୟ ନଗରରୁ ୧୦, ସାମନ୍ତରାପୁରରୁ ୯, ସାଲିଆ ସାହିରୁ ୯, ଶୈଳଶ୍ରୀ ବିହାରରୁ ୧୬, ସହିଦ ନଗରରୁ ୧୩, ରେଣ୍ଟାଲ୍‌ କଲୋନୀରୁ ୩, ୟୁନିଟ୍‌-୧ରୁ ୩, ସୂର୍ଯ୍ୟନଗରରୁ ୪, ଟଙ୍କପାଣି ରୋଡ୍‌ରୁ ୧୭, ସୁନ୍ଦରପଦାରୁ ୩୪, ୟୁନିଟ୍‌-୨ରୁ ୫, ପାତ୍ରପଡ଼ାରୁ ୨୩, ୟୁନିଟ୍‌-୪ରୁ ୧୧, ଶିଖରଚଣ୍ଡୀ ନଗରରୁ ୩, ପଟିଆରୁ ୪୧, ଖଣ୍ଡଗିରିରୁ ୪୧, ପ୍ରଶାନ୍ତ ବିହାରରୁ ୭, ଶିରିପୁରରୁ ୭, ୟୁନିଟ୍‌-୮ରୁ ୨୫, ୟୁନିଟ୍‌-୭ରୁ ୩, ୟୁନିଟ୍‌-୬ରୁ ୨୨, ଭିଏସ୍‌ଏସ୍‌ ନଗରରୁ ୩, ବାଣୀ ବିହାରରୁ ୪ ଓ ୟୁନିଟ୍‌-୯ରୁ ୮ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Related story