ରାଜଧାନୀରୁ ୧୩୫୩ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୩୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଲୋକାଲ୍ କେସ୍ ୧୧୩୫ ରହିଛି। ଆଜି ୯୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 16th May (till 9am). pic.twitter.com/s902PUbCcY — BMC (@bmcbbsr) May 16, […]

bmc

Manoranjan Sial
  • Published: Sunday, 16 May 2021
  • , Updated: 16 May 2021, 06:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୩୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଲୋକାଲ୍ କେସ୍ ୧୧୩୫ ରହିଛି। ଆଜି ୯୩୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1393905286511874051?s=20

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଜଟଣୀ, ଗେରେଜ ଛକ, କେଶୋରା, ଖଣ୍ଡଗିରି ବାରୀ,  ବୁଦ୍ଧ ନଗର, ମଧୁସୂଦନ ନଗର, ନ୍ୟୁ ଏଜି କଲୋନୀ, ଓଲ୍‌ଡ ଷ୍ଟେସନ୍‌ ବଜାର, ରୁପାଲି ସ୍କ୍ୱୋୟାର, ପାହାଳ, ପାଣ୍ଡରା, ରାଜ ଭବନ ସ୍କ୍ୱୋୟାର, ୟୁନିଟ୍‌-୭, ଲୁଇସ୍‌ ରୋଡ୍‌, କୋଳଥିଆ ଜଣେ ଲେଖାଏଁ ଲୋକାଲ୍‌ କେସ ରହିଛି।

ସେହିପରି ଲକ୍ଷ୍ମୀସାଗରରୁ ୪୫, ଲିଙ୍ଗିପୁରରୁ ୨, ନନ୍ଦନ ବିହାରରୁ ୩, ନହରକଣ୍ଟାରୁ ୫, ନାଗେଶ୍ୱରଟାଙ୍ଗୀରୁ ୬, ମଞ୍ଚେଶ୍ୱରରୁ ୧୬, ନୀଳାଦ୍ରି ବିହାରରୁ ୨୫, ଖାରବେଳ ନଗରରୁ ୩, ଓଲ୍‌ଡ ଏଜି କଲୋନୀରୁ ୩, କଳ୍ପନାରୁ ୧୦, କାନନବିହାରରୁ ୩, ନ୍ୟୁ ଫରେଷ୍ଟ ପାର୍କରୁ ୫, ଅନ୍ୟ ଜିଲ୍ଲାରୁ ୩, ବରମୁଣ୍ଡାରୁ ୨୮, ଜୟଦେବ ବିହାରରୁ ୨୦, ଆଚାର୍ଯ୍ୟ ବିହାରରୁ ୫, କଳିଙ୍ଗ ନଗରରୁ ୭, କଳିଙ୍ଗ ବିହାରରୁ ୭, ଗୋଠପାଟଣାରୁ ୪, ଡୁମ୍‌ଡୁମାରୁ ୪୫, ଆଇଆର୍‌ସି ଭିଲେଜରୁ ୪, ଜାଗମରାରୁ ୧୩, ଚକେଇଶିଆଣୀରୁ ୬, ବୁଦ୍ଧେଶ୍ୱର କଲୋନୀରୁ ୨, ଖଣ୍ଡଗିରିରୁ ୪୫, ବମିଖାଲରୁ ୧୨, ହଂସପାଳରୁ ୫, ଡମଣାରୁ ୫, ସିଆରପିଏଫ୍‌ କ୍ୟାମ୍ପସରୁ ୨, ୟୁନିଟ-୮ରୁ ୨୫, ଚନ୍ଦ୍ରଶେଖରପୁରରୁ ୩୦,  ଗଜପତି ନଗରରୁ ୪, ଗାଡ଼କଣରୁ ୧୧, ଘାଟିକିଆରୁ ୩, ଜିଜିପି କଲୋନୀରୁ ୨, ବିଡିଏ କଲୋନୀରୁ ୩, ବେହେରା ସାହିରୁ ୨, ଭିମଟାଙ୍ଗିରୁ ୮, ଭିମପୁରରୁ ୪, ବିଜେବି ନଗରରୁ ୧୧, ସପ୍ତମ ବାଟାଲିଅନ୍‌ରୁ ୩, ଝାରପଡ଼ାରୁ ୩୭, ଆଇଗିଣିଆରୁ ୪, ଏମ୍‌ସ ନଗରରୁ ୪, ବଡ଼ଗଡ଼ରୁ ୨୨, ଏୟାପୋର୍ଟ କଲୋନୀରୁ ୨ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ସେହିପରି ୟୁନିଟ୍‌-୨ରୁ ୪, ୟୁନିଟ୍‌-୯ରୁ ୨୫, ୟୁନିଟ୍‌-୧ରୁ ୫, ରସୁଲଗଡ଼ରୁ ୩୭, ୟୁନିଟ୍‌-୩ରୁ ୧୪, ୟୁନିଟ୍‌-୪ରୁ ୮, ୟୁନିଟ୍‌-୫ରୁ ୨, ଶିଖରଚଣ୍ଡୀ ନଗରରୁ ୨, ସହିଦ ନଗରରୁ ୩୬, ଶାସ୍ତ୍ରୀ ନଗରରୁ ୭, ଶିଶୁଭବନ ସ୍କ୍ୱୋୟାରରୁ ୫, ଶିରିପୁରରୁ ୪, ୟୁନିଟ୍‌-୬ରୁ ୨୨, ଶ୍ୟାମପୁରରୁ ୨, ଟଙ୍କପାଣି ରୋଡ୍‌ରୁ ୧୫, ପାତ୍ରପଡ଼ାରୁ ୨୩, ସୁନ୍ଦରପଦାରୁ ୧୩, ସୌଭାଗ୍ୟ ନଗରରୁ ୩, ଶ୍ରୀ ବିହାରରୁ ୨, ରେଣ୍ଟାଲ କଲୋନୀରୁ ୬, ସାଲିଆ ସାହିରୁ ୫, ସାମନ୍ତରାପୁରରୁ ୯, ସତ୍ୟନଗରରୁ ୭, ରବି ଟକିଜ ସ୍କ୍ୱୋୟାରରୁ ୮, ଶୈଳଶ୍ରୀ ବିହାରରୁ ୧୪, ଓଲ୍‌ଡ ଟାଉନ୍‌ରୁ ୫୯, ପଳାଶପଲ୍ଲୀରୁ ୨୫, ପଳାଶୁଣୀରୁ ୮, ଭିଏସ୍‌ଏସ୍‌ ନଗରରୁ ୨, ସୂର୍ଯ୍ୟ ନଗରରୁ ୩, ପୋଖରୀପୁଟରୁ ୨୩, ପ୍ରଶାନ୍ତ ବିହାରରୁ ୫, ପଟିଆରୁ ୧୦୨, ନୟାପଲ୍ଲୀରୁ ୭୮ ଓ ବାଣୀବିହାରରୁ ୫ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Related story