ଭୁବନେଶ୍ୱର ସହରରୁ ୧୩୭ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୩୯ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଜି ଆଉ ୧୩୭ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୮ କ୍ୱାରେଣ୍ଟାଇନ୍‌ରୁ ଓ ୩୯ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ୭୫ ଜଣ ଆରୋଗ୍ୟ ହୋଇଛନ୍ତି। ୟୁନିଟ-୧ ବସ୍ତିରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସତ୍ୟନଗରରୁ ୭, ଏକ ଘରୋଇ ହସ୍ପିଟାଲରୁ ୬ କର୍ମଚାରୀ, ଜୟଦୁର୍ଗା ନଗରରୁ ୫, କଳ୍ପନା ଛକ ଅଞ୍ଚଳରୁ ୫, ଶାସ୍ତ୍ରୀ ନଗର […]

bmc

bmc

Manoranjan Sial
  • Published: Wednesday, 29 July 2020
  • Updated: 29 July 2020, 06:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଜି ଆଉ ୧୩୭ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୮ କ୍ୱାରେଣ୍ଟାଇନ୍‌ରୁ ଓ ୩୯ ଲୋକାଲ କଣ୍ଟାକ୍ଟ କେସ୍‌। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଆଜି ୭୫ ଜଣ ଆରୋଗ୍ୟ ହୋଇଛନ୍ତି।

ୟୁନିଟ-୧ ବସ୍ତିରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସତ୍ୟନଗରରୁ ୭, ଏକ ଘରୋଇ ହସ୍ପିଟାଲରୁ ୬ କର୍ମଚାରୀ, ଜୟଦୁର୍ଗା ନଗରରୁ ୫, କଳ୍ପନା ଛକ ଅଞ୍ଚଳରୁ ୫, ଶାସ୍ତ୍ରୀ ନଗର ଅଞ୍ଚଳରୁ ୪ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଛି।

https://twitter.com/bmcbbsr/status/1288450904455122944?s=20

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୫୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୧୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୭୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story