ନିହାରିକା ମର୍ଡର ମିଷ୍ଟ୍ରି: ପୁଲିସ୍‌ ହାତରେ ରାଜା

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବୟଫ୍ରେଣ୍ଡ କିଶୋର  ଆଞ୍ଚଲ ଓରଫ୍ ରାଜା  ପୁଲିସ୍‌ ହାବୁଡ଼ରେ ପଡ଼ିଛି।  କିଛି ଦିନର ଲୁଚକାଳି ପରେ  ନିଜେ  ପୁଲିସ୍‌ ହାତରେ ଧରା ଦେଇଛି ରାଜା । ଆଜି ପୁଲିସ୍‌  ନିକଟକୁ ଆସି ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଅପରପକ୍ଷେ ମୃତଦେହର ସଠିକ୍‌ ଚିହ୍ନଟ ଲାଗି  ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ  ଆଜି […]

niharika-1..

niharika-1..

Niharika Rout
  • Published: Friday, 20 September 2019
  • Updated: 20 September 2019, 02:50 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ବୟଫ୍ରେଣ୍ଡ କିଶୋର  ଆଞ୍ଚଲ ଓରଫ୍ ରାଜା  ପୁଲିସ୍‌ ହାବୁଡ଼ରେ ପଡ଼ିଛି।  କିଛି ଦିନର ଲୁଚକାଳି ପରେ  ନିଜେ  ପୁଲିସ୍‌ ହାତରେ ଧରା ଦେଇଛି ରାଜା । ଆଜି ପୁଲିସ୍‌  ନିକଟକୁ ଆସି ସେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ଅପରପକ୍ଷେ ମୃତଦେହର ସଠିକ୍‌ ଚିହ୍ନଟ ଲାଗି  ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ  ଆଜି କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପାମା’ଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଗତ ୮ ତାରିଖରୁ ନର୍ସ ନିହାରିକା ନିଖୋଜ ଥିଲେ । ଏହାର କିଛି ଦିନ ପରେ ରହସ୍ୟଜନକ ଭାବେ ବିଲୁଆଖାଇ ନଦୀ ପଠାରୁ  ତାଙ୍କ ମୃତଦେହ ମିଳିଥିଲା । ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା ।

ନିହାରିକା ଚାକିରୀ କରୁଥିବା କଟକର ଏକ ନର୍ସିଂହୋମ୍‌ରୁ  ରାଜା ସହ ଗତ ୮ ତାରିଖରେ କେଉଁଆଡେ ଯାଇଥିଲେ। ନର୍ସିଂହୋମ୍‌ ନିକଟ ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଥିଲା।  ତାପରଠୁ ନିଖୋଜ  ହୋଇ ଯାଇଥିଲା ରାଜା । ପୁଲିସ୍‌ ରାଜା ଉପରେ ସନ୍ଦେହ କରି ଖୋଳତାଡ଼ ଜାରି ରଖିଥିବା ବେଳେ ଆଜି ପୁଲିସ୍‌ ହାତରେ ସେ ଆପେ ଆପେ ଧରା ଦେଇଛି ।

ପୁଲିସ୍‌ ପଚରାଉଚରା ପରେ ନିହାରିକା ମୃତ୍ୟୁ ପଛର ଗୁମର ଖୋଲିବ ବୋଲି ଆଲୋଚନା ହେଉଛି। ବିରିଡି ସ୍ଥିତ ନିଜ ମାମୁଁ ଘରକୁ ଯିବା ଆସିବା ଭିତରେ ନିହାରିକା ଏବଂ ରାଜାଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । କୁହାଯାଉଛି ଉଭୟେ ପରସ୍ପରକୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story