ତିନି ଦିନିଆ ରିମାଣ୍ଡରେ ଯିବ ରାଜା

ଜଗତସିଂହପୁର (ଓଡ଼ିଶା ରିପୋର୍ଟର) : ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ଦିନ ଓ ପରେ ଫେରାର୍‌ ହୋଇଥିବା ରାଜାକୁ ପୁଲିସ ଅଧିକ ପଚରାଉଚରା କରିବ। ଗତ ଦୁଇ ଦିନ ତଳେ କୋର୍ଟରେ ହାଜର ହେବା ପରେ ରାଜାକୁ ଜେଲ୍‌ ପଠାଇ ଦିଆଯାଇଥିଲା। […]

niharika334

niharika334

Puspanjali Panda
  • Published: Monday, 23 September 2019
  • Updated: 23 September 2019, 06:05 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର) : ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ଦିନ ଓ ପରେ ଫେରାର୍‌ ହୋଇଥିବା ରାଜାକୁ ପୁଲିସ ଅଧିକ ପଚରାଉଚରା କରିବ। ଗତ ଦୁଇ ଦିନ ତଳେ କୋର୍ଟରେ ହାଜର ହେବା ପରେ ରାଜାକୁ ଜେଲ୍‌ ପଠାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ ଗତ ୮ ତାରିଖରୁ ନିଖୋଜ ଥିଲେ ନର୍ସ ନିହାରିକା ପାତ୍ର। ସିସିଟିଭି ଫୁଟେଜ୍ ଅନୁସାରେ କଟକରେ ଚାକିରି କରୁଥିବା କ୍ଲିନିକ୍‌ରୁ ପ୍ରେମିକ ରାଜା ସହ କୁଆଡ଼େ ଯାଇ ଆଉ ଫେରିନଥିଲେ। ଏହାର ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ମିଳିଥିଲା ତାଙ୍କ ଗଳିତ ମୃତଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story