ନୀହାରିକାଙ୍କ ଘରେ ପହଁଞ୍ଚିଲେ ଜଗତସିଂହପୁର ଏସ୍‌ପି

ଜଗତସିଂହପୁର (ଓଡ଼ିଶା ରିପୋର୍ଟର) ନର୍ସ ନୀହାରିକା ହତ୍ୟା ଘଟଣାର ତଦନ୍ତ ଲାଗି ମୃତ ନିହାରିକାଙ୍କ ଘର ଭିଙ୍ଗାରପୁର ରେ ପହଁଞ୍ଚି ତଦନ୍ତ କରିଛନ୍ତି ଜଗତସିଂହପୁର ଏସ୍‌ପି। ବାପା, ଭାଇ, ମାଆ ଏବଂ ସମ୍ପର୍କୀୟ ଭଉଣୀଙ୍କ ସହ କଥା ହୋଇ ତଦନ୍ତ କରିଛନ୍ତି ଏସ୍‌ପି। ହତ୍ୟାକାଣ୍ଡରେ ଆଉ କେଉଁ ମାନେ ଜଡିତ ଅଛନ୍ତି ସେ ବିଷୟରେ ତଦନ୍ତ କରାଯାଉଥିବା ଜଗତସିଂହପୁର ପୁଲିସ ଏସପି କହିଛନ୍ତି।  ନୀହାରିକା ହତ୍ୟା ଘଟଣାରେ ପୁଲିସ ତାର ପ୍ରେମିକ ରାଜା ଓରଫ ଇଶ୍ୱର ଆଚଲକୁ […]

4321s

Tapas Behera
  • Published: Tuesday, 24 September 2019
  • , Updated: 24 September 2019, 06:37 PM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର) ନର୍ସ ନୀହାରିକା ହତ୍ୟା ଘଟଣାର ତଦନ୍ତ ଲାଗି ମୃତ ନିହାରିକାଙ୍କ ଘର ଭିଙ୍ଗାରପୁର ରେ ପହଁଞ୍ଚି ତଦନ୍ତ କରିଛନ୍ତି ଜଗତସିଂହପୁର ଏସ୍‌ପି। ବାପା, ଭାଇ, ମାଆ ଏବଂ ସମ୍ପର୍କୀୟ ଭଉଣୀଙ୍କ ସହ କଥା ହୋଇ ତଦନ୍ତ କରିଛନ୍ତି ଏସ୍‌ପି।

ହତ୍ୟାକାଣ୍ଡରେ ଆଉ କେଉଁ ମାନେ ଜଡିତ ଅଛନ୍ତି ସେ ବିଷୟରେ ତଦନ୍ତ କରାଯାଉଥିବା ଜଗତସିଂହପୁର ପୁଲିସ ଏସପି କହିଛନ୍ତି।  ନୀହାରିକା ହତ୍ୟା ଘଟଣାରେ ପୁଲିସ ତାର ପ୍ରେମିକ ରାଜା ଓରଫ ଇଶ୍ୱର ଆଚଲକୁ ଗିରଫ କରି କୋର୍ଟଚାଲାଣ କରିଛି। ଆଗାମୀ ସମୟରେ ରାଜାକୁ ରିମାଣ୍ଡରେ ଆଣି ପୁଲିସ ପଚରା ଉଚରା କରିବା ପୂର୍ବରୁ ମୃତ ନୀହାରିକାଙ୍କ ଘରକୁ ଯାଇ ତାଙ୍କ ବାପା ମାଆ ଓ ଭାଇଙ୍କୁ ପଚରା ଉଚରା କରିଛି ।

Related story