୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର:(ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାରରେ ୯ ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ମେଡିସିନ୍ ବିଭାଗର OPD ଆଜି ପାଇଁ ବନ୍ଦ ରହିଛି। ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ଏନେଇ ସୂଚନା ଦେଇଛନ୍ତି।

corona-2

Tapas Behera
  • Published: Tuesday, 04 August 2020
  • , Updated: 04 August 2020, 03:35 PM IST

ସମ୍ବଲପୁର:(ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାରରେ ୯ ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି।

ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ମେଡିସିନ୍ ବିଭାଗର OPD ଆଜି ପାଇଁ ବନ୍ଦ ରହିଛି। ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ଏନେଇ ସୂଚନା ଦେଇଛନ୍ତି।

Related story