କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ

କଟକ(ବିବର୍ତ୍ତନ ପଣ୍ଡା): ଗତକାଲି କଟକରେ ଆୟୋଜିତ ଏକ ସାଧାରଣ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ବେକାରୀ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସେ କହିଛନ୍ତି,“ ସରକାରଙ୍କ ସ୍ଥାଣୁତା ପାଇଁ ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ସେହିପରି ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବେଳେ ନାରୀଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ ହୋଇଛନ୍ତି।”

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୌରୀଶଙ୍କର ପାର୍କ ନିକଟରେ ଆୟୋଜିତ ଏହି ସଭାରେ ନିରଞ୍ଜନଙ୍କ ସହ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହା ପୂର୍ବରୁ କଟକ ଗୋପାଳପୁରରୁ ଏକ ବିଶାଳ ମୋଟର ସାଇକେଲ ରାଲି ବାହାରି ପାର୍କରେ ପହଞ୍ଚିଥିଲା।

Ordigital Desk
• Published: Tuesday, 15 May 2018
• Updated: 15 May 2018, 09:04 AM IST

Sports

Latest News

କଟକ(ବିବର୍ତ୍ତନ ପଣ୍ଡା): ଗତକାଲି କଟକରେ ଆୟୋଜିତ ଏକ ସାଧାରଣ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ବେକାରୀ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସେ କହିଛନ୍ତି,“ ସରକାରଙ୍କ ସ୍ଥାଣୁତା ପାଇଁ ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ସେହିପରି ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବେଳେ ନାରୀଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ ହୋଇଛନ୍ତି।”

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୌରୀଶଙ୍କର ପାର୍କ ନିକଟରେ ଆୟୋଜିତ ଏହି ସଭାରେ ନିରଞ୍ଜନଙ୍କ ସହ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହା ପୂର୍ବରୁ କଟକ ଗୋପାଳପୁରରୁ ଏକ ବିଶାଳ ମୋଟର ସାଇକେଲ ରାଲି ବାହାରି ପାର୍କରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos