ନିରତାରରେ ୪ଟି ନୂଆ ୟୁନିଟକୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଗେହଲଟ୍

କଟକ: କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ  ବା ଏସ.ଭି ନିରତାର କେନ୍ଦ୍ରର ୪ଟି ନୂଆ ୟୁନିଟକୁ ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱର ଚାନ୍ଦ ଗେହଲଟ୍ ଲୋକାର୍ପଣ କରିଛନ୍ତି। ଏହି ୪ଟି ୟୁନିଟ୍ ହେଉଛି ହାଇଡ୍ରୋଥେରପି ୟୁନିଟ୍, ମଡ୍ୟୁଲାର ଅପରେସନ୍ ଥିଏଟର, ଗେଟ୍ ଲାବ୍ରଟୋରି ଓ ଡର୍ମିଟରି ବିଲ୍ଡିଙ୍ଗ। ସେହିପରି କେନ୍ଦ୍ରମନ୍ତ୍ରୀ ଥୱର ଚାନ୍ଦ ଗେହଲଟ୍ ନିରତାର ବଲାଙ୍ଗିରର ସାଟେଲାଇଟ୍ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିଛନ୍ତି […]

cuttack

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 08:17 AM IST

କଟକ: କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ  ବା ଏସ.ଭି ନିରତାର କେନ୍ଦ୍ରର ୪ଟି ନୂଆ ୟୁନିଟକୁ ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱର ଚାନ୍ଦ ଗେହଲଟ୍ ଲୋକାର୍ପଣ କରିଛନ୍ତି। ଏହି ୪ଟି ୟୁନିଟ୍ ହେଉଛି ହାଇଡ୍ରୋଥେରପି ୟୁନିଟ୍, ମଡ୍ୟୁଲାର ଅପରେସନ୍ ଥିଏଟର, ଗେଟ୍ ଲାବ୍ରଟୋରି ଓ ଡର୍ମିଟରି ବିଲ୍ଡିଙ୍ଗ।

ସେହିପରି କେନ୍ଦ୍ରମନ୍ତ୍ରୀ ଥୱର ଚାନ୍ଦ ଗେହଲଟ୍ ନିରତାର ବଲାଙ୍ଗିରର ସାଟେଲାଇଟ୍ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

ଉତ୍ସବରେ ଗେହଲଟଙ୍କ ସହ ବିଭାଗୀୟ ରାଷ୍ଟ୍ର ମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର, କଟକ ନିଆଳି ବିଧାୟକ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ଓ ଜଗତସିଂହପୁରର ସାଂସଦ କୁଳମଣି ସାମଲଙ୍କ ସହ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

Related story