ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କର: ପଞ୍ଚାୟତରାଜ ମନ୍ତ୍ରୀ

ମୟୁରଭଞ୍ଜ:ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ। ସେ ଜିଲ୍ଲାର ସମସ୍ତ ୨୬ଟି ବ୍ଲକର ବିଡ଼ିଓ ମାନଙ୍କ ସହ ଜିଲ୍ଲାରେ ଚାଲିଥିବା ଏମ୍ଏନ୍ଆରଇଜିଏ, ଜୀବିକା ମିଶନ, ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଆଦିର ସମୀକ୍ଷା କରିଥିଲେ। ସମୀକ୍ଷାବେଳେ ଏସବୁ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ବିଡ଼ିଓ ମାନଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମନ୍ତ୍ରୀ ଅରୁଣ ସାହୁ। ବିଡ଼ିଓ ମାନଙ୍କୁ ତାଗିଦ୍ କରିବା ସହ […]

arun

arun

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 01:45 PM IST

Sports

Latest News

ମୟୁରଭଞ୍ଜ:ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ। ସେ ଜିଲ୍ଲାର ସମସ୍ତ ୨୬ଟି ବ୍ଲକର ବିଡ଼ିଓ ମାନଙ୍କ ସହ ଜିଲ୍ଲାରେ ଚାଲିଥିବା ଏମ୍ଏନ୍ଆରଇଜିଏ, ଜୀବିକା ମିଶନ, ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଆଦିର ସମୀକ୍ଷା କରିଥିଲେ। ସମୀକ୍ଷାବେଳେ ଏସବୁ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ବିଡ଼ିଓ ମାନଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମନ୍ତ୍ରୀ ଅରୁଣ ସାହୁ। ବିଡ଼ିଓ ମାନଙ୍କୁ ତାଗିଦ୍ କରିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏସବୁ ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡ଼ିକୁ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story