ପଲିଥିନ ମୁକ୍ତ ସମାଜ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ

Ordigital Desk
  • Published: Wednesday, 06 September 2017
  • , Updated: 06 September 2017, 05:05 PM IST
<p>ବୌଦ୍ଧ(ଓଡ଼ିଶା ରିପୋର୍ଟର): ପଲିଥିନ୍&zwnj; ମୁକ୍ତ ସମାଜ ଗଠନ ପାଇଁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନବିଭାଗ ପକ୍ଷରୁ ଏକ ସେଚତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ଅତିଥି ଭାବେ ବୌଦ୍ଧ ବନବିଭାଗର ସହକାରୀ ବନ ସଂରକ୍ଷକ ଭୈରବ ଚନ୍ଦ୍ର ବେହେରା, ଏସିଏଫ୍&zwnj; ଶୁଶୀଲ କୁମାର ତ୍ରୀପାଠି, ବନମୁଣ୍ଡା ରେଜଂର ସୋରଜ ମିଶ୍ରଙ୍କ ସମେତ ବନବିଭାଗର ସମସ୍ତ କର୍ମଚାରୀ ଓ ପରିବେଶ ପ୍ରେମୀ ଯୋଗଦେଇଥିଲେ। ଏହି ଅବସରରେ ପରିବେଶପ୍ରେମୀ ସତ୍ୟନାରାୟଣ ହାତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।</p>

Related story