ଓସିଏ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହୋଇଛି। ୬ ପଦବୀ ପାଇଁ ମୋଟ ୧୩ଜଣ ପ୍ରାର୍ଥୀ ଆବେଦନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଭରିଛନ୍ତି। ତାଙ୍କ ପ୍ୟାନେଲ ପକ୍ଷରୁ ସମସ୍ତ ୬ ପଦବୀ ଲାଗି ପ୍ରାର୍ଥିପତ୍ର ଦାଖଲ କରାଯାଇଛି। ସଞ୍ଜୟଙ୍କ ବିରୋଧରେ ସମ୍ପାଦକ ପଦବୀ ପାଇଁ ଲଢ଼ିବେ ମଙ୍ଗଳା କ୍ଲବର ନବରଞ୍ଜନ […]

oca

oca

Ranjit Kumar Jena
  • Published: Friday, 20 September 2019
  • Updated: 20 September 2019, 09:02 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହୋଇଛି। ୬ ପଦବୀ ପାଇଁ ମୋଟ ୧୩ଜଣ ପ୍ରାର୍ଥୀ ଆବେଦନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଭରିଛନ୍ତି। ତାଙ୍କ ପ୍ୟାନେଲ ପକ୍ଷରୁ ସମସ୍ତ ୬ ପଦବୀ ଲାଗି ପ୍ରାର୍ଥିପତ୍ର ଦାଖଲ କରାଯାଇଛି।

ସଞ୍ଜୟଙ୍କ ବିରୋଧରେ ସମ୍ପାଦକ ପଦବୀ ପାଇଁ ଲଢ଼ିବେ ମଙ୍ଗଳା କ୍ଲବର ନବରଞ୍ଜନ ପଟ୍ଟନାୟକ। ସଭାପତି ପଦବୀ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହାନ୍ ନାମାଙ୍କନ ଭରିଛନ୍ତି। ସେହିପରି ପ୍ରଦୀପଙ୍କ ଗୋଷ୍ଠୀ ପକ୍ଷରୁ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦକ ଲାଗି ନାମାଙ୍କନ ଭରାଯାଇଛି, କିନ୍ତୁ ତାଙ୍କ ପ୍ୟାନେଲ ପକ୍ଷରୁ କାଉନସିଲ୍ ସଦସ୍ୟ ପଦ ପାଇଁ ପ୍ରାର୍ଥିପତ୍ର ନାଖଲ କରାଯାଇନାହିଁ।

ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବାକୁଥିବା ବେଳେ ୨୨ ତାରିଖ ଦିନ ପ୍ରତ୍ୟାହାର କରାଯିବ। ଆସନ୍ତା ୨୭ ତାରିଖରେ ଏହିସବୁ ପଦବୀ ପାଇଁ ନିର୍ବାଚନ ହେବ। ଅନ୍ୟପକ୍ଷରେ ନିର୍ଚାଚନ ଅଧିକାରୀ ଏଲଏମ୍ ମଜୁମଦାର କହିଛନ୍ତି, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସଭ୍ୟପଦ ରଦ୍ଦ ହୋଇନାହିଁ। କୋର୍ଟଙ୍କ ଅନୁମତି ଆଣି ସେ ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story