କାଳବୈଶାଖୀ ତାଣ୍ଡବ: ବିଦ୍ୟୁତ୍‌ ସେବା ଠପ୍‌ 

ଲମତାପୁଟ(ଓଡ଼ିଶା ରିପୋର୍ଟର)କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ପ୍ରଭାବରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା  ବ୍ଲକର ବିଭିନ୍ନ ଅଂଚଳରେ ବହୁ ସମୟ ଧରି ପବନ ସହ ବର୍ଷା ହୋଇଥିଲା ଫଳରେ ଅନେକ ସ୍ଥାନରେ ଗଛ ଭାଙ୍ଗି ଯାଇଛି ଲମତାପୁଟ ମୁଖ୍ୟ ଛକରେ ଥିବା ଏକ ହୋଟେଲ ଉପରେ ଗଛ ଭାଙ୍ଗି ହୋଟେଲ ମାଲିକ ଆହତ ହୋଇଛନ୍ତି  ସେପଟେ ପବନ ବର୍ଷା ଯୋଗୁଁ ବିଦୁ୍ୟତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

rik

rik

Tapas Behera
  • Published: Wednesday, 22 May 2019
  • Updated: 22 May 2019, 06:39 PM IST

Sports

Latest News

ଲମତାପୁଟ(ଓଡ଼ିଶା ରିପୋର୍ଟର)କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ କାଳବୈଶାଖୀର ତାଣ୍ଡବ। କାଳବୈଶାଖୀର ପ୍ରଭାବରେ ଜୋରରେ ପବନ ବୋହିବା ସହ ବର୍ଷା ହୋଇଥିଲା  ବ୍ଲକର ବିଭିନ୍ନ ଅଂଚଳରେ ବହୁ ସମୟ ଧରି ପବନ ସହ ବର୍ଷା ହୋଇଥିଲା

ଫଳରେ ଅନେକ ସ୍ଥାନରେ ଗଛ ଭାଙ୍ଗି ଯାଇଛି ଲମତାପୁଟ ମୁଖ୍ୟ ଛକରେ ଥିବା ଏକ ହୋଟେଲ ଉପରେ ଗଛ ଭାଙ୍ଗି ହୋଟେଲ ମାଲିକ ଆହତ ହୋଇଛନ୍ତି  ସେପଟେ ପବନ ବର୍ଷା ଯୋଗୁଁ ବିଦୁ୍ୟତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos