ଅଘଟଣର ସିଧା ଚିତ୍ର...

ଗତ ସେପ୍‌ଟେମ୍ୱର ୧୦ ତାରିଖ ପରେ ବମିଖାଲରେ ଘଟିଛି ଆଉ ଗୋଟିଏ ଅଘଟଣ। ପୁଣି ଆଖି ବୁଜିଛନ୍ତି ଆଉ ଜଣେ। ପ୍ରଥମ ଥର ଜଣେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରାଣ ଯାଇଥିବା ବେଳେ ଏଥର ମୃତ୍ୟୁ ଯନ୍ତାରେ ଛନ୍ଦି ହୋଇଛନ୍ତି ଜଣେ ଶ୍ରମିକ। ତା ହେଲେ ଆସନ୍ତୁ ଦେଖିବା କେମିତି ଥିଲା ଅଘଟଣ ସମୟର ଦୃଶ୍ୟ।

Bomikhal-2

Rakesh Mallick
  • Published: Thursday, 03 May 2018
  • , Updated: 04 May 2018, 07:45 AM IST

ଗତ ସେପ୍‌ଟେମ୍ୱର ୧୦ ତାରିଖ ପରେ ବମିଖାଲରେ ଘଟିଛି ଆଉ ଗୋଟିଏ ଅଘଟଣ। ପୁଣି ଆଖି ବୁଜିଛନ୍ତି ଆଉ ଜଣେ। ପ୍ରଥମ ଥର ଜଣେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରାଣ ଯାଇଥିବା ବେଳେ ଏଥର ମୃତ୍ୟୁ ଯନ୍ତାରେ ଛନ୍ଦି ହୋଇଛନ୍ତି ଜଣେ ଶ୍ରମିକ। ତା ହେଲେ ଆସନ୍ତୁ ଦେଖିବା କେମିତି ଥିଲା ଅଘଟଣ ସମୟର ଦୃଶ୍ୟ।

[caption id="attachment_232788" align="alignnone" width="976"] ଅଘଟଣ ପରେ ସ୍ଥାନୀୟ ଲୋକେ ଲୁହା ତଳେ ଚାପି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରୁଛନ୍ତି[/caption]

[caption id="attachment_232789" align="alignnone" width="975"] ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ[/caption]

[caption id="attachment_232790" align="alignnone" width="979"] ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଉଛି[/caption]

[caption id="attachment_232791" align="alignnone" width="1000"] ଉଦ୍ଧାର ହେଉଥିବା ଶ୍ରମିକ[/caption]

[caption id="attachment_232792" align="alignnone" width="990"] ଘଟଣାସ୍ଥଳରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ଡିସିପି ଅନୂପ ସାହୁ[/caption]

[caption id="attachment_232793" align="alignnone" width="981"] କ୍ୟାପିଟାଲ ହସ୍‌ପିଟାଲରେ ରହିଥିବା ଶ୍ରମିକଙ୍କ ମୃତଦେହ[/caption]

Related story