Advertisment

ଥମୁନି କରୋନା ମୃତ୍ୟୁର ତାଣ୍ଡବ; ରାଜ୍ୟରେ ପୁଣି ଆଖି ବୁଜିଲେ ୧୫ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ  ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚି ଯାଇଛି। Regret to inform the demise of Fifteen Covid positive patients while under treatment in hospitals. 1.A 70-year-old male of Baragarh district. 2.A 34-year-old male of Baragarh […]

ଅଦ୍ୟତନ ହୋଇଛି
ସାବଧାନ: କରୋନା ଆରମ୍ଭ କଲା ସେକେଣ୍ଡ ଇନିଂସ

2-corona-22

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ  ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚି ଯାଇଛି।

Advertisment

Advertisment

https://twitter.com/HFWOdisha/status/1325324454721773568?s=20

https://twitter.com/HFWOdisha/status/1325324459285209088?s=20

ଆଜି ସମ୍ବଲପୁରରେ ସର୍ବାଧିକ ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, ବଲାଙ୍ଗିର, ଓ ଭୁବନେଶ୍ବରରୁ ଦୁଇଜଣ ଲେଖାଏଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ସେହିପରି କଟକ, ଦେବଗଡ଼, ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe