ଦିଲ୍ଲୀରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 05:45 PM IST
<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦିଲ୍ଲୀରେ ଶତାଧିକ ପ୍ରବାସୀ ଓଡ଼ିଆ ବୈଜୟନ୍ତଙ୍କୁ ପାଛୋଟି ନେଇ ସମ୍ବର୍ଦ୍ଧିତ କରିଛନ୍ତି।</p> <p>ବୈଜୟନ୍ତ ଆଜି ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି। ପୂର୍ବରୁ ମଧ୍ୟ ବିଜେଡିରୁ ନିଲମ୍ବନ ପରେ ବୈଜୟନ୍ତଙ୍କ ସମର୍ଥନରେ ବାହାରିଥିଲେ ପ୍ରବାସୀ ଓଡ଼ିଆ। ଗତକାଲି ବୈଜୟନ୍ତଙ୍କ ସପକ୍ଷରେ ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ପଦଯାତ୍ରା କରାଯାଇଥିଲା।</p>

Related story