ଆସନ୍ତାକାଲି ନୂଆଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ୱଲପୁର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିପାଇଁ ପ୍ରସ୍ତୁତି ସରିବାକୁ ବସିଲାଣି। ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଲୋକେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି। ନୂଆଖାଇରେ ସମ୍ୱଲପୁର ସହର ଗୋଲବଜାରରେ ବସୁଛି ହାଟ। ଏଠାରେ ନୂଆଖାଇ ପାଇଁ ଆବଶ୍ୟକ ହେଉଥିବା ନୂଆ ଧାନ, ପୂଜା ସାମଗ୍ରୀ ଓ ପରିବାପତ୍ର ମିଳୁଛି।

nuakhai

Rakesh Mallick
  • Published: Monday, 05 September 2016
  • , Updated: 05 September 2016, 08:40 AM IST

ସମ୍ୱଲପୁର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିପାଇଁ ପ୍ରସ୍ତୁତି ସରିବାକୁ ବସିଲାଣି। ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଲୋକେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି।

ନୂଆଖାଇରେ ସମ୍ୱଲପୁର ସହର ଗୋଲବଜାରରେ ବସୁଛି ହାଟ। ଏଠାରେ ନୂଆଖାଇ ପାଇଁ ଆବଶ୍ୟକ ହେଉଥିବା ନୂଆ ଧାନ, ପୂଜା ସାମଗ୍ରୀ ଓ ପରିବାପତ୍ର ମିଳୁଛି।

Related story