ବିଦ୍ୟୁତ୍ ତାରରେ ଲାଗିଗଲା ଲୁହା ପାଇପ୍‌, ଯବାନ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ଼ ଫାଣ୍ଡିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଜି ଜଣେ ଆଇଆର୍‌ବି ଯବାନଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୋହନ ଚୌଧୁରୀ। ତାଙ୍କ ଘର ବରଗଡ଼ ଜିଲ୍ଲା ବଡ଼ସରାଇପଲିରେ। ସେ ଏକ ଲୁହା ପାଇପ୍ ଉଠାଉ ଥିବା ବେଳେ ତାହା ୧୧ କେଭି ବିଦ୍ୟୁତ୍ ତା’ରରେ ଲାଗି ଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

wire

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 08:08 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ଼ ଫାଣ୍ଡିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଜି ଜଣେ ଆଇଆର୍‌ବି ଯବାନଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୋହନ ଚୌଧୁରୀ। ତାଙ୍କ ଘର ବରଗଡ଼ ଜିଲ୍ଲା ବଡ଼ସରାଇପଲିରେ।

ସେ ଏକ ଲୁହା ପାଇପ୍ ଉଠାଉ ଥିବା ବେଳେ ତାହା ୧୧ କେଭି ବିଦ୍ୟୁତ୍ ତା’ରରେ ଲାଗି ଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story