ନୂଆପଡା: ବାଲି ଓ ପଥର ଚୋରା ଚାଲାଣ ହେଉଥିବାବେଳେ ୭ଟି ଟ୍ରାକ୍ଟର ଜବତ

ନୂଆପଡା: ବେଆଇନ ଭାବେ ବାଲି ଓ ପଥର ଚୋରା ଚାଲାଣ ହେଉଥିବାବେଳେ ନୂଆପଡା ଜିଲ୍ଲା ଖଡିଆଡ ତହସିଲଦାରଙ୍କ ଦ୍ୱାରା ୭ଟି ଟ୍ରାକ୍ଟର ଜବତ କରାଯାଇଛି। ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ। ଜବତ ଟ୍ରାକ୍ଟର ମାଲିକମାନଙ୍କଠାରୁ ୭୦ ହଜାର  ଟଙ୍କା ଜରିମାନା ଆଦାୟ କରାଯାଇଛି। ଚୋରାଚଲାଣ ବନ୍ଦ କରିବା ପାଇଁ ଆଗାମୀ ଦିନରେ  ଅଧିକ ଧରପଗଡ  କରାଯିବ ବୋଲି ଖଡିଆଡ ତହସିଲଦାର  କହିଛନ୍ତି।

trakter

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 06:06 AM IST

Related story