ଓଡ଼ିଶୀ ନୃତ୍ୟ ଉତ୍ସବ କୃଷ୍ଣପ୍ରେମ ‘ନବରୂପାୟନ’ରେ ଭିଜିଲେ ଦର୍ଶକ

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଓଡ଼ିଶୀ ନୃତ୍ୟ ଉତ୍ସବ କୃଷ୍ଣପ୍ରେମ-ନବରୂପାୟନ । ତ୍ରିଧାରା, ଆଇ.ସି.ସି.ଆର ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଉତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅତିଥି ଭାବେ ଯୋଗଦେଇଥିଲେ । କ୍ୱାଲାଲାମପୁରର ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ ରାମଳୀ ଇବ୍ରାହୀମ୍ ନୃତ୍ୟ ମାଧ୍ୟମରେ ଇତିହାସ, ପୁରାଣ ଓ ଲୋକକଥାରେ କୃଷ୍ଣପ୍ରେମକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ । କୃଷ୍ଣପ୍ରେମରେ ଭିଜିଥିଲେ ଦର୍ଶକ । […]

gajapati

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 03:25 AM IST

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଓଡ଼ିଶୀ ନୃତ୍ୟ ଉତ୍ସବ କୃଷ୍ଣପ୍ରେମ-ନବରୂପାୟନ । ତ୍ରିଧାରା, ଆଇ.ସି.ସି.ଆର ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଉତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅତିଥି ଭାବେ ଯୋଗଦେଇଥିଲେ । କ୍ୱାଲାଲାମପୁରର ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ ରାମଳୀ ଇବ୍ରାହୀମ୍ ନୃତ୍ୟ ମାଧ୍ୟମରେ ଇତିହାସ, ପୁରାଣ ଓ ଲୋକକଥାରେ କୃଷ୍ଣପ୍ରେମକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ । କୃଷ୍ଣପ୍ରେମରେ ଭିଜିଥିଲେ ଦର୍ଶକ । ଏହି ଅବସରରେ ତାଙ୍କୁ ଯାତ୍ରାପୀଠ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମଙ୍ଗଳାଚରଣ, ସ୍ଥାୟୀ, କୃଷ୍ଣ ତାଣ୍ଡବ, ପଲ୍ଲବି ଆଦି ନୃତ୍ୟ ଶୈଳୀକୁ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ପ୍ରଦର୍ଶନ କରିଥିଲେ।

Related story