ମରି ବି ଓଡ଼ିଆ ପୁଅ ଅମର: ନେଇ ଯାଅ ମୋର ଗୋଟି ଗୋଟି ଅଙ୍ଗ, ବଞ୍ଚିଯାଉ ୫ ଜୀବନ

ସୁରତ( ଶୈଳେଶ ଚମ୍ପାନେରିଆ) :ଗୋଟିଏ ପଟେ ଲିଭି ଲିଭି ଆସୁଥିଲା ଜୀବନ ଦୀପ। ସରି ଆସୁଥିଲା ବାକି ଆୟୂଷ । ହେଲେ ସେହି ଘଡ଼ିସନ୍ଧି ମୂହୁର୍ତ୍ତରେ ଗୋଟିଏ ଓଡ଼ିଆ ପରିବାରଙ୍କ ବଡ଼ ନିଷ୍ପତ୍ତି ବଦଳାଇ ଦେଲା ସବୁକିଛି। ଆସନ୍ନ ମୃତ୍ୟୁମୁଖରେ ପଡ଼ିଥିବା ଭେଣ୍ଡିଆ ପୁଅର ହୃତ୍‌ପିଣ୍ଡକୁ ଦେଇ ଜୀବନ ବଞ୍ଚାଇଦେଇଛନ୍ତି ସେମାନେ । ଏଭଳି ମହାନ କାମ କରିଛନ୍ତି ସୂରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାର। କେବଳ ହୃତ୍‌ପିଣ୍ଡ ନୁହେଁ, ପୁଅର ଆଖି, କିଡ୍‌ନୀ, […]

suraj-1

suraj-1

Tapas Behera
  • Published: Monday, 04 November 2019
  • Updated: 05 November 2019, 03:27 PM IST

Sports

Latest News

ସୁରତ( ଶୈଳେଶ ଚମ୍ପାନେରିଆ) :ଗୋଟିଏ ପଟେ ଲିଭି ଲିଭି ଆସୁଥିଲା ଜୀବନ ଦୀପ। ସରି ଆସୁଥିଲା ବାକି ଆୟୂଷ । ହେଲେ ସେହି ଘଡ଼ିସନ୍ଧି ମୂହୁର୍ତ୍ତରେ ଗୋଟିଏ ଓଡ଼ିଆ ପରିବାରଙ୍କ ବଡ଼ ନିଷ୍ପତ୍ତି ବଦଳାଇ ଦେଲା ସବୁକିଛି। ଆସନ୍ନ ମୃତ୍ୟୁମୁଖରେ ପଡ଼ିଥିବା ଭେଣ୍ଡିଆ ପୁଅର ହୃତ୍‌ପିଣ୍ଡକୁ ଦେଇ ଜୀବନ ବଞ୍ଚାଇଦେଇଛନ୍ତି ସେମାନେ ।

ଏଭଳି ମହାନ କାମ କରିଛନ୍ତି ସୂରତ ସହରରେ ରହୁଥିବା ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାର। କେବଳ ହୃତ୍‌ପିଣ୍ଡ ନୁହେଁ, ପୁଅର ଆଖି, କିଡ୍‌ନୀ, ଲିଭର୍ ଆଦି ଅଙ୍ଗଦାନ କରି ସେମାନେ ୫ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି।

ଯେଉଁ ପୁଅ ଦିନେ ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣିପାରୁଥିଲା, ମୃତ୍ୟୁ ପରେ ବି ସେ ଜିତିଗଲା ସବୁଦିନ ପାଇଁ ।  କାହା ଶରୀରରେ ହୃତ୍‌ପିଣ୍ଡ ହୋଇ ତ ଆଉ କାହା ପାଖରେ ଆଖି ହୋଇ ବଞ୍ଚିଗଲା ଭେଣ୍ଡିଆ ପୁଅ ।

ନାଁ ସୂରଜ ବେହେରା । ଘର ଗଞ୍ଜାମ ଜିଲ୍ଲା । ସୂରତରେ ଏକ କପଡ଼ା କାରଖାନାରେ କାମ କରୁଥିଲେ ସେ । ଗତ ଅକ୍ଟୋବର ୨୯ରେ ଏକ ଦୁର୍ଘଟଣାର ଶିକାର ହେବା ପରେ ବ୍ରେନଡେଡ୍ ଅବସ୍ଥାକୁ ଚାଲିଯାଇଥିଲେ। ଯେତେଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତ ଆସିନଥିଲା। ଏହାପରେ ସୂରଜଙ୍କ ସକ୍ରିୟ ଥିବା ହୃତପିଣ୍ଡ ସହ ଆଖି, କିଡ୍‌ନୀ ଏବଂ ଲିଭର ଆଦି ଅଙ୍ଗପ୍ରତ୍ୟଙ୍ଗକୁ ଅନ୍ୟମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

କେମିତି ଚାଲିଥିଲା ସୂରଜଙ୍କ ଶରୀରୁ ହୃତପିଣ୍ଡ କାଢ଼ିବାର ସମ୍ପର୍ଣ୍ଣ ପ୍ରକ୍ରିୟା , ଆସନ୍ତୁ ଜାଣିବା-

ରାତିର ଶୂନଶାନ୍‌ ପହରରେ ସୂରତ ସହରର ରାଜରାସ୍ତାରେ ଦୌଡ଼ିଥିଲା ଆମ୍ବୁଲାନ୍ସ । ପୁଲିସ ଭ୍ୟାନ୍‌ର ଏସ୍‌କର୍ଟ ସହ ଦ୍ରୁତଗତିରେ ଆମ୍ବୁଲାନ୍ସ ପହଞ୍ଚିଥିଲା ମେଡ଼ିକାଲ୍‌ରେ। ତାହାରି ଭିତରେ ବ୍ରେନଡେଡ୍ ଅବସ୍ଥାରେ ଥିଲେ ସୂରଜ। ସୂରଜଙ୍କ ବଞ୍ଚିବା ଆଶା ମଉଳିଯାଇଥିବାବେଳେ ତାଙ୍କ ଶରୀରରେ କିନ୍ତୁ ସକ୍ରିୟ ଥିଲା ମୂଲ୍ୟବାନ ହୃତ୍‌ପିଣ୍ଡ। ସେହି ହୃତପିଣ୍ଡକୁ ବଞ୍ଚାଇବା ପାଇଁ ଚାଲିଥିଲା ଜୋରଦାର ଉଦ୍ୟମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story