ଓଡ଼ିଆ ଆଇପିଏସ୍ ଲୋକନାଥ ବେହେରା କେରଳର ନୂଆ ଡିଜିପି

ଭୁବନେଶ୍ୱର: ଓଡ଼ିଆ ଆଇପିଏସ୍ ଲୋକନାଥ ବେହେରା କେରଳର ନୂଆ ପୋଲିସ୍ ଡିଜି ହୋଇଛନ୍ତି। ଏହା ପୂର୍ବରୁ ସେ କେରଳ ପୋଲିସରେ ଡିଜି-ପ୍ରିଜନ୍ ଭାବେ କାର୍ଯ୍ୟ କରୁଥିଲେ। ୧୯୮୫ ବ୍ୟାଚର ଏହି କେରଳ କ୍ୟାଡରର ଆଇପିଏସ୍ ଅଫିସର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏରେ ଆଇଜି ଅପରେସନ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ରାଷ୍ଟ୍ରପତି ପଦକ ହାସଲ କରିଛନ୍ତି। ପୁରୀ ଜିଲ୍ଲାରେ ଜନ୍ମିତ ଲୋକନାଥ ବେହେରା ସିବିଆଇରେ ଏସପି ଓ ଡିଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

s

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 03:29 AM IST

Related story