ପିଏନ୍‌ବି ଠକେଇ: ଫସିଲେ ଓଡ଼ିଆ ଅଧିକାରୀ

<p>ଭୁବନେଶ୍ୱର: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ଲିଙ୍କରେ ଜଣେ ଓଡ଼ିଆ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି।&nbsp; ତାଙ୍କ ନାଁ ବିଷ୍ଣୁବ୍ରତ ମିଶ୍ର।&nbsp; ସେ ୨୦୧୧ରୁ ୧୫ ପର୍ଯ୍ୟନ୍ତ PNB ବ୍ରାଡି ବ୍ରାଞ୍ଚର ଇଣ୍ଟରନାଲ ଚିଫ୍ ଅଡିଟର ଥିଲେ। ଏହି ଠକେଇରେ ସାମିଲ ଥିବା ଅଭିଯୋଗରେ ବିଷ୍ଣୁବ୍ରତ ମିଶ୍ରଙ୍କୁ ଗିରଫ କରାଯାଇଛି।&nbsp; ତାଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବା ପରେ ସିବିଆଇ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।</p> <p>ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ସହଯୋଗୀ ମେହୁଲ ଚୋକସି ୧୩ ହଜାର କୋଟିରୁ ଅଧିକ ଟଙ୍କା ପିଏନ୍&zwnj;ବିରୁ ଠକେଇ କରିଥିବା ଅଭିଯୋଗ ହୋଇଛି।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 08:36 AM IST
<p>ଭୁବନେଶ୍ୱର: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ଲିଙ୍କରେ ଜଣେ ଓଡ଼ିଆ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି।&nbsp; ତାଙ୍କ ନାଁ ବିଷ୍ଣୁବ୍ରତ ମିଶ୍ର।&nbsp; ସେ ୨୦୧୧ରୁ ୧୫ ପର୍ଯ୍ୟନ୍ତ PNB ବ୍ରାଡି ବ୍ରାଞ୍ଚର ଇଣ୍ଟରନାଲ ଚିଫ୍ ଅଡିଟର ଥିଲେ। ଏହି ଠକେଇରେ ସାମିଲ ଥିବା ଅଭିଯୋଗରେ ବିଷ୍ଣୁବ୍ରତ ମିଶ୍ରଙ୍କୁ ଗିରଫ କରାଯାଇଛି।&nbsp; ତାଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବା ପରେ ସିବିଆଇ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।</p><p>ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ସହଯୋଗୀ ମେହୁଲ ଚୋକସି ୧୩ ହଜାର କୋଟିରୁ ଅଧିକ ଟଙ୍କା ପିଏନ୍&zwnj;ବିରୁ ଠକେଇ କରିଥିବା ଅଭିଯୋଗ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos