ଓଡ଼ିଆ ସାହିତ୍ୟକୁ ଡିଜିଟାଇଜ୍ କରି ଲୋକପ୍ରିୟ କରାଇବାକୁ ପ୍ରତିଷ୍ଠିତ ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଉନ୍ମୋଚିତ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷାକୁ ଆହୁରି ଲୋକପ୍ରିୟ କରିବାକୁ ଓଡ଼ିଶା ସରକାରଙ୍କ ନୂଆ ଅନୁଷ୍ଠାନ ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଉଦ୍ୟମ କରିବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ଏହି ଅନୁଷ୍ଠାନର ଏକ ନୂଆ  ୱେବ୍‌ ଡୋମେନ୍‌ ova.gov.inକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସଚିବାଳୟରେ ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭାଗୀୟ ସଚିବ […]

n-00

n-00

Tapas Behera
  • Published: Friday, 26 October 2018
  • Updated: 26 October 2018, 06:56 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷାକୁ ଆହୁରି ଲୋକପ୍ରିୟ କରିବାକୁ ଓଡ଼ିଶା ସରକାରଙ୍କ ନୂଆ ଅନୁଷ୍ଠାନ ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଉଦ୍ୟମ କରିବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ଏହି ଅନୁଷ୍ଠାନର ଏକ ନୂଆ  ୱେବ୍‌ ଡୋମେନ୍‌ ova.gov.inକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସଚିବାଳୟରେ ଉନ୍ମୋଚନ କରିଛନ୍ତି।

ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭାଗୀୟ ସଚିବ ସି.ଜେ. ବେଣୁଗୋପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ୱେବ୍‌ସାଇଟ୍‌ ଜରିଆରେ ଇଣ୍ଟରନେଟ୍‌ରେ ଓଡ଼ିଆ ସାହିତ୍ୟକୃତି ଗୁଡ଼ିକୁ ଡିଜିଟାଇଜେସନ ଜରିଆରେ ପ୍ରକାଶ କରି ସରକାର ‘ସମସ୍ତଙ୍କ ପାଇଁ ସାହିତ୍ୟ’ ବାର୍ତ୍ତାକୁ ଏକ ବାସ୍ତବ ରୂପ ଦେଇପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସଂପୃକ୍ତ ଡିଜିଟାଇଜ୍‌ଡ ପୁସ୍ତକଗୁଡ଼ିକର ବିଶେଷତ୍ୱ ହେଉଛି ଏଗୁଡ଼ିକ ପିଡିଏଫ୍‌ ଫର୍ମାଟ୍‌ରେ ନୁହେଁ, ବରଂ ସମ୍ପୂର୍ଣ୍ଣ ୟୁନିକୋଡ୍‌ ଅକ୍ଷରରେ ଇ-ପବ୍‌ ଫର୍ମାଟ୍‌ରେ ରଖାଯାଇଛି। ପ୍ରାରମ୍ଭିକ ଭାବରେ ଏଥିରେ ମାତ୍ର ୧୭୦ଟି ପ୍ରାଚୀନ ଓ ଲୋକପ୍ରିୟ ସାହିତ୍ୟକୃତି ସ୍ଥାନ ପାଇଛି। ତେବେ ଖୁବ୍‌ଶୀଘ୍ର ଏଥିରେ ଅଧିକ ସଂଖ୍ୟାରେ ପ୍ରାଚୀନ ସାଙ୍ଗକୁ ପୁରସ୍କୃତ ଓ ଜନପ୍ରିୟ ସମକାଳୀନ ସାହିତ୍ୟ ସମ୍ଭାର ସାମିଲ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story