ଭୁବନେଶ୍ୱରରୁ ବିହାରୀ ବ୍ୟାଙ୍କ ଡକାୟତ ଗିରଫ

ଭୁବନେଶ୍ୱର: ବିହାର ରାଜ୍ୟ ବାଙ୍କା ଜିଲ୍ଲାରେ ବ୍ୟାଙ୍କ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ନସୀମ ଖାଁକୁ ଭୁବନେଶ୍ୱର ଏୟାପୋର୍ଟରୁ ଆଜି ପୋଲିସ ଗିରଫ କରିଛି। ଓଡିଶା ଓ ବିହାର ପୋଲିସ୍‌ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ୨୦୧୬ ଓ ୧୭ ମସିହାରେ ବାଙ୍କା ଜିଲ୍ଲାରେ ବ୍ୟାଙ୍କ ଡକାୟତି ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ନସୀମ। ସେ ବ୍ୟାଙ୍କରୁ ଲୁଟ୍‌ କରି ଓଡ଼ିଶାର ଢେଙ୍କାନାଳରେ କିଛି ରହିଥିଲେ। ତେବେ ଆଜି ସେ ନୂଆଦିଲ୍ଲୀ […]

bihar bank docait

Rakesh Mallick
  • Published: Saturday, 11 March 2017
  • , Updated: 11 March 2017, 05:20 PM IST

ଭୁବନେଶ୍ୱର: ବିହାର ରାଜ୍ୟ ବାଙ୍କା ଜିଲ୍ଲାରେ ବ୍ୟାଙ୍କ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ନସୀମ ଖାଁକୁ ଭୁବନେଶ୍ୱର ଏୟାପୋର୍ଟରୁ ଆଜି ପୋଲିସ ଗିରଫ କରିଛି। ଓଡିଶା ଓ ବିହାର ପୋଲିସ୍‌ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

୨୦୧୬ ଓ ୧୭ ମସିହାରେ ବାଙ୍କା ଜିଲ୍ଲାରେ ବ୍ୟାଙ୍କ ଡକାୟତି ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ନସୀମ। ସେ ବ୍ୟାଙ୍କରୁ ଲୁଟ୍‌ କରି ଓଡ଼ିଶାର ଢେଙ୍କାନାଳରେ କିଛି ରହିଥିଲେ। ତେବେ ଆଜି ସେ ନୂଆଦିଲ୍ଲୀ ଅଭିମୁଖେ ଯିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟକୁ ଆସିଥିବା ବେଳେ ପୋଲିସ୍‌ ତାକୁ ଗିରଫ କରିଥିଲା।

Related story