ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଡାକରାରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଦିଲ୍ଲୀ ଅଭିମୁଖେ ଯାଇଛନ୍ତି।  ସେଠାରେ କେନ୍ଦ୍ର ସରକାରଙ୍କ ୩ ବର୍ଷ ପୂର୍ତ୍ତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବି କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଏବଂ ସାଂପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି। ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଓ କାଳନ୍ଦୀ ସାମଲ ପ୍ରମୁଖ ଗତକାଲି ଦିଲ୍ଲୀ ଯାଇଥିବା ବେଳେ ଆଜି ଅନ୍ୟ ୯ ଜଣ […]

odisha bjp leader

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 11:07 PM IST

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଡାକରାରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଦିଲ୍ଲୀ ଅଭିମୁଖେ ଯାଇଛନ୍ତି।  ସେଠାରେ କେନ୍ଦ୍ର ସରକାରଙ୍କ ୩ ବର୍ଷ ପୂର୍ତ୍ତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବି କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଏବଂ ସାଂପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି।

ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଓ କାଳନ୍ଦୀ ସାମଲ ପ୍ରମୁଖ ଗତକାଲି ଦିଲ୍ଲୀ ଯାଇଥିବା ବେଳେ ଆଜି ଅନ୍ୟ ୯ ଜଣ ନେତା ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

Related story