କାଲି ଭାରତ ବନ୍ଦ, କଂଗ୍ରେସ ଜଣାଇଲା ସମର୍ଥନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀମାନଙ୍କ ସମସ୍ୟା ନେଇ କୃଷକ ଓ ଶ୍ରମିକ ସଂଗଠନ ପକ୍ଷରୁ ଶୁକ୍ରବାର (ଆସନ୍ତାକାଲି) ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସାରା ଭାରତ ବର୍ଷର ଯେତେ କୃଷକ ସଂଗଠନ, ଆଇଓଟିସି ଶ୍ରମିକ ସଂଗଠନ ଅଛନ୍ତି, ସେମାନେ ଆସନ୍ତାକାଲି ଭାରତ […]

Niranjan-pattnaik

Niranjan-pattnaik

Ranjit Kumar Jena
  • Published: Thursday, 25 March 2021
  • Updated: 25 March 2021, 05:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀମାନଙ୍କ ସମସ୍ୟା ନେଇ କୃଷକ ଓ ଶ୍ରମିକ ସଂଗଠନ ପକ୍ଷରୁ ଶୁକ୍ରବାର (ଆସନ୍ତାକାଲି) ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।

ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସାରା ଭାରତ ବର୍ଷର ଯେତେ କୃଷକ ସଂଗଠନ, ଆଇଓଟିସି ଶ୍ରମିକ ସଂଗଠନ ଅଛନ୍ତି, ସେମାନେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଓଡ଼ିଶାରେ ସବୁ ଜିଲ୍ଲାରେ କଂଗ୍ରେସ ଦଳ ତରଫରୁ ଏହି ବନ୍ଦକୁ ସମର୍ଥନ କରାଯିବ। ଏଥିପାଇଁ ସବୁ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କୁ ବନ୍ଦ ପାଳନରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହା ଦେଶର ଏକ ସମସ୍ୟା ଓ ଚାଷୀ ଭାଇମାନଙ୍କର ସମସ୍ୟା।

କେନ୍ଦ୍ର ସରକାର ଯେଉଁ ତିନୋଟି କୃଷି ବିଲ୍ ପାସ୍ କରିଛନ୍ତି, ତା' ବିରୋଧରେ ଚାଷୀ ଭାଇମାନଙ୍କର ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ଶହ ଶହ ଚାଷୀ ପ୍ରାଣ ହରାଇ ସାରିଲେଣି, ତଥାପି କେନ୍ଦ୍ର ସରକାର ଭୃକ୍ଷେପ ନାହିଁ। କେନ୍ଦ୍ର ସରକାରଙ୍କର କେତେ ଦିନ ଯାଏ ଏହି ଅହଂଭାବ ରହିବ, ତାକୁ ଆମେ ଅପେକ୍ଷା କରି ରହିଲୁ। ତେଣୁ ଜନସାଧାରଣ ଏବଂ କଂଗ୍ରେସର ପ୍ରତ୍ୟେକ କର୍ମୀ ଏହି ବନ୍ଦ ଡାକରାକୁ ସମର୍ଥନ କରନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ ଅପିଲ୍ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପାସ୍ ହୋଇଥିବା ତିନି ନୂଆ କୃଷି ଆଇନକୁ ବିରୋଧ ଜରି ଚାଷୀ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ସମୟରେ ଦୋକାନ, ବଜାର ଓ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଭାରତ ବନ୍ଦ ରହିବ। ତିନି କୃଷି ଆଇନ୍ ବିଲ୍ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଚାଷୀମାନେ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନ କରିଆସୁଛନ୍ତି। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୬ ତାରିଖରେ ଏହି ଆନ୍ଦୋଳନକୁ ୧୨୦ ଦିନ ପୂରିବ। ଆନ୍ଦୋଳନକୁ ୪ ମାସ ପୁରୁଥିବାରୁ ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story