ଗ୍ୟାଙ୍ଗଷ୍ଟର ଟିଟୋର ୨ ଭାଇଙ୍କୁ ବାନ୍ଧିଲା କ୍ରାଇମ୍‌ ବ୍ରାଞ୍ଚ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋର ୨ ଭାଇଙ୍କୁ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ (STF) ଗିରଫ କରିଛି। ଟିଟୋର ଭାଇ ସୟଦ ଆସ୍‌ଫାକ ଅଲ୍ଲୀ ଓରଫ ଜି ବାବୁ ଓ ସୟଦ ଇଫ୍‌ତେକାର ଅଲ୍ଲୀ ଓରଫ ଚିତୁ ସହ ଜଣେ ସଂପର୍କୀୟ ମୁନ୍ନାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପୂର୍ବରୁ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଗିରଫ ହୋଇଥିଲା। ଗତ ବର୍ଷ ଜୁନ ୩୦ ତାରିଖରେ ଟିଟୋକୁ ଏନ୍‌କାଉଣ୍ଟର ପରେ ତା’ର ଦୁଇ ଭାଇ […]

Tito

Tito

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 09:14 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋର ୨ ଭାଇଙ୍କୁ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ (STF) ଗିରଫ କରିଛି। ଟିଟୋର ଭାଇ ସୟଦ ଆସ୍‌ଫାକ ଅଲ୍ଲୀ ଓରଫ ଜି ବାବୁ ଓ ସୟଦ ଇଫ୍‌ତେକାର ଅଲ୍ଲୀ ଓରଫ ଚିତୁ ସହ ଜଣେ ସଂପର୍କୀୟ ମୁନ୍ନାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ପୂର୍ବରୁ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ଗିରଫ ହୋଇଥିଲା।

ଗତ ବର୍ଷ ଜୁନ ୩୦ ତାରିଖରେ ଟିଟୋକୁ ଏନ୍‌କାଉଣ୍ଟର ପରେ ତା'ର ଦୁଇ ଭାଇ ଫେରାର ହୋଇଯାଇଥିଲେ। ସେମାନଙ୍କ ବିରୋଧରେ ବେଆଇନ୍ ଅର୍ଥ କାରବାର, ଦାଦାବଟି ଓ ଟେଣ୍ଟର ଫିକ୍ସିଂ ପରି ସଙ୍ଗିନ ଅଭିଯୋଗ ଆସିଥିଲା। ଏସ୍‌ଟିଏଫ୍ ପାଇଁ ଏମାନେ ମୋଷ୍ଟ ଓ୍ୱାଣ୍ଟେଡ୍ ରହିବା ସହ ଦୀର୍ଘ ଦିନ ଧରି ଫେରାର ରହିଥିଲେ।
ତେବେ ଗତକାଲି ବିଳମ୍ୱିତ ରାତିରେ ଟିଟୋର କେନ୍ଦ୍ରାପଡ଼ା ଦିଲାରପୁର ଘରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ଉ କରିଥିଲା। ସେଠାରୁ ଅଫସାକ ଅଲ୍ଲୀ, ସୟଦ ଇଫତେକାର ଅଲ୍ଲୀ ଓ ମୁନ୍ନାଙ୍କୁ ଉଠାଇ ଆଣିଥିଲା କ୍ରାଇମବ୍ରାଞ୍ଚ। ପଚରାଉଚରା ପରେ ଆଜି ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story