ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅ...

ଫୁଲବାଣୀ (ତ୍ରିନାଥ ସାହୁ): ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଆସନ୍ତୁ। ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଆଜି ଏପରି ଅପିଲ୍‌ କରିଛନ୍ତି ଡିଜିପି ଅଭୟ। ସେ ଆହୁରି କହିଛନ୍ତି, ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ୍‌ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି। ସେମାନଙ୍କୁ ଅପିଲ୍‌ କରୁଛି ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡିଜିପି ଅଭୟ ପୁଣି ଥରେ ଅପିଲ୍‌ କରିଛନ୍ତି। ଆଜି ଫୁଲବାଣୀ […]

dgp

dgp

Manoranjan Sial
  • Published: Friday, 24 July 2020
  • Updated: 24 July 2020, 04:05 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଆସନ୍ତୁ। ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଆଜି ଏପରି ଅପିଲ୍‌ କରିଛନ୍ତି ଡିଜିପି ଅଭୟ। ସେ ଆହୁରି କହିଛନ୍ତି, ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ୍‌ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି। ସେମାନଙ୍କୁ ଅପିଲ୍‌ କରୁଛି ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡିଜିପି ଅଭୟ ପୁଣି ଥରେ ଅପିଲ୍‌ କରିଛନ୍ତି।

ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ଗତକାଲି ର୍ସିଲା ଜଙ୍ଗଲରେ ହୋଇଥିବା କୁମ୍ବିଂ ଅପରେସନରେ ସମ୍ପର୍କରେ ଆଲୋଚନା ହୋଇଥିଲା। କନ୍ଧମାଳ ଏସ୍‌ପି ଭିନିତ ଅଗ୍ରଓ୍ୱାଲ DGP ଓ ତାଙ୍କ ଟିମ୍‌କୁ ଅପରେଶନ୍‌ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।  ଏହି ବୈଠକରେ ଡିଜିପିଙ୍କ ସହ ଆଇଜି ଅପରେଶନ୍‌ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.କେ ଶର୍ମା, DIGP ଅନିରୁଦ୍ଧ ସିଂ, DIG ସତ୍ୟବ୍ରତ ଭୋଇ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି।

ଗତକାଲି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ର୍ସିଲା ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜାଣି ଓଡ଼ିଶା ସରକାରଙ୍କ ଏସ୍‌ଓଜି ଓ ଡିଭିଏଫ୍‌ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ପାଲଟା ଆକ୍ରମ କରିଥିଲେ ଯବାନ। ଦୀର୍ଘ ସମୟ ଧରି ସେଠାରେ ଉଭୟ ପାର୍ଶ୍ୱରୁ ଗୁଳି ବର୍ଷା ହୋଇଥିଲା। ଶେଷରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ଯବାନଙ୍କ ଗୁଳିରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା ବେଳେ ବହୁ ମାରଣାସ୍ତ୍ର ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story