ପୌର ଭୋଟ ପାଇଁ ସରକାରୀ ଥୋପ, ୫୦୦ କୋଟି ବରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପୌର ନିର୍ବାଚନ ପୂର୍ବରୁ ସହରାଂଚଳଗୁଡ଼ିକରେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ରାସ୍ତାଘାଟ ଓ ନାଳ ନର୍ଦ୍ଦମାର ମରାମତି ଓ ଉନ୍ନତିକରଣ କଥା ସରକାରଙ୍କ ମନେପଡ଼ିଛି। ଅସରାଏ ବର୍ଷା ହେଲେ ଅଧିକାଂଶ ସହରରେ ପରିସ୍ଥିତି ଅଣାୟତ୍ତ ହେଉଥିଲେ ମଧ୍ୟ ଆଗକୁ ପୌର ନିର୍ବାଚନ ଥିବାରୁ ଏବେ ଏହାକୁ ସଜାଡ଼ିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି। […]

drain-in-bhubaneswar

drain-in-bhubaneswar

Ordigital Desk
  • Published: Saturday, 20 November 2021
  • Updated: 20 November 2021, 06:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପୌର ନିର୍ବାଚନ ପୂର୍ବରୁ ସହରାଂଚଳଗୁଡ଼ିକରେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ରାସ୍ତାଘାଟ ଓ ନାଳ ନର୍ଦ୍ଦମାର ମରାମତି ଓ ଉନ୍ନତିକରଣ କଥା ସରକାରଙ୍କ ମନେପଡ଼ିଛି। ଅସରାଏ ବର୍ଷା ହେଲେ ଅଧିକାଂଶ ସହରରେ ପରିସ୍ଥିତି ଅଣାୟତ୍ତ ହେଉଥିଲେ ମଧ୍ୟ ଆଗକୁ ପୌର ନିର୍ବାଚନ ଥିବାରୁ ଏବେ ଏହାକୁ ସଜାଡ଼ିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି।

https://twitter.com/IPR_Odisha/status/1461967232469143553?s=20

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ସହରାଂଚଳର ରାସ୍ତାଘାଟ ଓ ନାଳନର୍ଦ୍ଦମାର ମରାମତି ଏବଂ ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ୫୦୦କୋଟି ଟଙ୍କା ଘୋଷଣା କରିଛନ୍ତି। ବର୍ଷା ଯୋଗୁ ସହରାଂଚଳର ରାସ୍ତାଘାଟ ଓ ଡ୍ରେନ ଆଦି କ୍ଷତିଗ୍ରସ୍ତ ହୋଇଛି। ତେଣୁ ଆଗାମୀ ବର୍ଷା ଋତୁ ପୂର୍ବରୁ ଏହିସବୁ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ବିଜେପି କହିଛି ଯେ, ଏ ହେଉଛି ଘୋଷଣାସର୍ବସ୍ୱ ସରକାର। କିଛି କାର୍ଯ୍ୟକାରୀ ହୁଏନି କେବଳ ଘୋଷଣା ହୁଏ । ନିର୍ବାଚନ ଆସିଲେ ଜିତିବା ପାଇଁ ଏମିତି ଅନେକ ଘୋଷଣା ସରକାର କରନ୍ତି କିନ୍ତୁ ବାସ୍ତବରେ କିଛି କରନ୍ତି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story